ଚାକିରି ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟ
ଜ୍ୟୋତିଷଶାସ୍ତ୍ରରେ ବର ଗଛର ବିଶେଷ ମହତ୍ଵ ରହିଛି। ସେହିପରି ହିନ୍ଦୁ ଧର୍ମରେ ବର ଗଛକୁ ପୂଜା ମଧ୍ୟ କରାଯାଇଥାଏ। ଏହି ବୃକ୍ଷକୁ ପବିତ୍ର ଏବଂ ଦୈବି ଶକ୍ତି ଯୁକ୍ତ ବୋଲି କୁହାଯାଇଥାଏ। ଏହି କାରଣରୁ ଅନେକ ଉପାୟରେ ବରଗଛ ପୂଜା କରାଯାଇଥାଏ। ଯେପରି ବଟ ସାବିତ୍ରୀ ଦିନ ସ୍ବାମୀଙ୍କ ଦୀର୍ଘ…