ଗଞ୍ଜାମରେ ସଫଳ ହେଲା ପ୍ଲ।ଜମା ଥେରାପି

ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ କରୋନା ମୁକାବିଲା ଦିଗରେ ସଫଳ ହୋଇଛି ପ୍ଲାଜମା ଥେରାପି । ଗଞ୍ଜାମରେ ପ୍ଲ।ଜମା ଥେରାପି ନେଇଥିବା ୩ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଏହି ୩ ରେଗାୀ ସୁସ୍ଥ…

ଯାଜପୁର ରୋଡ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ଯସ୍ତ; ଅପରାଧିଙ୍କ କବ୍ଜାରେ ପୋଲିସ!

ଯାଜପୁର; ଯାଜପୁର ରୋଡ ଥାନା ଅଞ୍ଚଳ ରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ଯସ୍ତ ହେବାରେ ଲାଗିଛି। କିଛି ଦିନ ତଳେ ରାଛିପୁର ଛକ ଠାରେ ଶିକ୍ଷୟତ୍ରୀଙ୍କୁ ଅପରାଧି ଦିନ ଦିପ୍ରହରରେ ହାଣିବା ଓ ଖଣ୍ଡାହତା ଗ୍ରାମରେ ପୋଲିସ୍ କୁ ଅପରାଧି ବାଡେଇବା ଓ ପୋଲିସ ଗାଡି ଭାଙ୍ଗିବା ଏହାର ସଦ୍ୟତମ…

ସପ୍ତାହରେ ୪ଦିନ ସଟଡାଉନ୍

ଗଜପତି, କରୋନା ସଙ୍କଟ ପାଇଁ ଏଣିକି ଗଜପତିରେ ୪ ଦିନିଆ ସଟଡାଉନ ଲାଗୁ ହେବ । ପ୍ରତି ସପ୍ତାହର ଗୁରୁବାରଠାରୁ ରବିବାର ଯାଏଁ ୯୬ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି । ଗଜପତିରେ ଆସନ୍ତା ୩୦ରୁ ୪ ଦିନିଆ ସଟଡାଉନ ଲାଗୁ କରାଯିବ । କରୋନା ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି…

କଣ୍ଟେନମେଣ୍ଟ ଜୋନରେ ମାନୁନାହାନ୍ତି କଟକଣା

ନୟାଗଡ, ( ସୂର୍ଯ୍ୟ ପ୍ରସାଦ ଦାସ): ନୟାଗଡ ଜିଲ୍ଲା ୭ ଓ ୮ ନମ୍ବର ୱାର୍ଡରେ ମାନୁନାହାନ୍ତି କଟକଣା। ଏହି ଅଞ୍ଚଳ ଟି କଣ୍ଟେନମେଣ୍ଟ ଘୋଷଣା ହୋଇଥିଲେ ମଧ୍ୟ, ଏଠାକାର ଜନସାଧାରଣ ବ୍ୟାରିକେଟ ଭାଙ୍ଗି ବାହାରେ ବୁଲୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଏସବୁ ପ୍ରଶାସନ ଦେଖି ମଧ୍ୟ ଚୁପ୍…

ଆଜି କରୋନା ନେଲା ୭ମୁଣ୍ଡ; ୫ବର୍ଷର ଶିଶୁ ସାମିଲ

ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୧୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

ପୁଣି ବାହାରିଲେ ୧୨୧୫ ଆକ୍ରାନ୍ତ

ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୨୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭…

ବଚ୍ଚନ ପରିବାର ପାଇଁ ଖୁସୀ ଖବର: ସୁସ୍ଥ ହେଲେ ବୋହୂ ଓ ନାତୁଣୀ

ବଚ୍ଚନ ପରିବାରର ବୋହୂ ବା ଅଭିନେତ୍ରୀ ଐଶ୍ୱର୍ଯ୍ୟା ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିଛି । ଏହି ଗୁଡନ୍ୟୁଜକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଜରିଆରେ ସେୟାର କରିଛନ୍ତି ଅଭିଷେକ ବଚ୍ଚନ । ଐଶ୍ୱର୍ଯା ଓ ଆରାଧ୍ୟାକୁ ନାନାବତୀ ମେଡିକାଲରୁ ଡିସଚାର୍ଜ…

ପରଲୋକରେ ଦୀପା

ଆଲବମ୍ କୁଇନ ଦୀପା ସାହୁଙ୍କ ଆଜି ପରଲୋକ ଘଟିଛି । ସେ ଜରାୟୁ କ୍ୟାନସରରେ ପୀଡ଼ିତ ଥିଲେ । ଭୁବନେଶ୍ୱର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ସେ ଶତାଧିକ ଆଲବମରେ ଅଭିନୟ କରିଥିଲେ । ଖାଲି ଏତିକି ନୁହେଁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟର ଦକ୍ଷତା ଦେଖାଇଥିଲେ ଦୀପା । ଦୀପାଙ୍କ…

ହଟ୍‌ଷ୍ଟାରରେ ରେକର୍ଡ଼ ଭାଙ୍ଗିଲା ସୁଶାନ୍ତଙ୍କ ‘ଦିଲ୍ ବିଚରା’

ବଲିଉଡ଼୍‌ର ନାମିଦାମୀ କଳାକାର ସୁଶାନ୍ତ ସିଂ ରାଜପୁତ ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କ ଅଭିନୀତ ପ୍ରତ୍ୟେକଟି ଫିଲ୍ମ ବେଶ ମନଛୁଆଁ । ଦର୍ଶକଙ୍କୁ ତାଙ୍କର ପ୍ରତିଟି ଫିଲ୍ମ ଖୁବ୍ ଆନନ୍ଦ ଦେଇଛି । ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବିଚରା’ର ଟ୍ରେଲର ଦେଖିବା ପରେ ଦର୍ଶକ ମାନେ…

ନୟାଗଡ଼ ଜିଲ୍ଲା ସଦର ଚିକିତ୍ସାଳୟରେ କରୋନା ନିୟମକୁ ବେଖାତିରି

ନାୟାଗଡ଼, (ବନ୍ଦିତା ଦାସ); ରାଜ୍ୟରେ କରୋନା ପରିସ୍ଥିତି ଗମ୍ଭୀର ହେଉଥିବାବେଳେ, ନୟାଗଡ଼ ଜିଲ୍ଲାରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଛି । ମାତ୍ର ଜିଲ୍ଲା ସଦର ଚିକିତ୍ସାଳୟରେ କରୋନା ଆକ୍ରାନ୍ତଙ୍କ ପାଇଁ ପରୀକ୍ଷା ହେଉଥିବା ଗୃହଟି ସାଧାରଣ ରୋଗୀଙ୍କ ଚିକତ୍ସା ପାଇଁ ଥିବାବେଳେ, ସେଠାରେ…