ମଧ୍ୟରାତ୍ରୀରେ ପଥର ଫିଙ୍ଗି ଗାଡ଼ି ଭାଙ୍ଗିଲେ ଓ ଜେଲ ଗଲେ
ଭୁବନେଶ୍ୱର, କରୋନା ମହାମାରୀ ଲକଡାଉନ୍ ସମୟରେ କେତେକ ଯୁବକ ମଧ୍ୟରାତ୍ର ରେ ମଦ୍ୟପାନ କରି ବିଭିନ୍ନ କଲୋନୀରେ ଅସଭ୍ୟ ଭାବରେ ଗାଳି ଗୁଲଜ୍ କରିବା ସହିତ ଅନେକ ଜନସାଧାରଣଙ୍କ ଘର ସାମନାରେ ପାର୍କିଂ ଗାଡି ମୋଟର ଗୁଡିକ ଭଙ୍ଗାରୁଜା କରୁଥିଲେ ।
ଗତ ୨୧ ତାରିଖ ରାତ୍ର ଘ ୧.୨୦ ମି ସମୟରେ…