ନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ
ବଲାଙ୍ଗୀର(୧.୪.୨୩) : ନକଲି ସାର୍ଟିଫିକେଟ ମାମଲାରେ ତଦନ୍ତ କରିବା ପାଇଁ ବଲାଙ୍ଗୀର ଯିବ କ୍ରାଇମବ୍ରାଞ୍ଚ ଟିମ୍ । ଡିଏସପି ଡି.ବି. ଚକ୍ରଙ୍କ ନେତୃତ୍ୱରେ ୫ଜଣିଆ ଟିମ୍ ଆସି ମାମଲାର ତଦନ୍ତ କରିବ । ଟିମ୍ ବଲାଙ୍ଗୀର ପୋଲିସଠାରୁ କାଗଜପତ୍ର ନେବ । ତାପରେ ନକଲି ସାର୍ଟିଫିକେଟ ତିଆରି…