ନଭେମ୍ବର ୨୧ରେ ହେବ ଉପବାଚସ୍ପତି ନିର୍ବାଚନ

ଏଏନଏସ: ଆସନ୍ତା ନଭେମ୍ବର ୨୧ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ। ଏନେଇ ୨୦ରେ ଉପବାଚସ୍ପତି ପାଇଁ ନାମାଙ୍କନ ଦାଖଲ ହେବ। ଏହାପରେ ୨୧ ନଭେମ୍ବର ସକାଳ ୯ଟା ୩୦ରେ ଭୋଟ ଗ୍ରହଣ ହେବ। ସୂଚନାଯୋଗ୍ୟ ରଜନୀକାନ୍ତ ସିଂ ଉପବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଖାଲି ପଡ଼ିଛି ପଦବୀ।

ଅନ୍ୟମାନଙ୍କୁ ଜଣାନ୍ତୁ।