You are currently viewing ଆଉ ଚଳିବନି ୨ହଜାର ଟଙ୍କିଆ ନୋଟ!

ଆଉ ଚଳିବନି ୨ହଜାର ଟଙ୍କିଆ ନୋଟ!

ନୂଆଦିଲ୍ଲୀ, ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ମୂତାବକ ୨୦୧୯ ଓ ୨୦୨୦ ବର୍ଷରେ ୨ହଜାର ଟଙ୍କିଆ ନୋଟ୍ ବିଲକୁଲ୍ ଭି ଛପାଯାଇନି । କେନ୍ଦ୍ରୀୟ ବ୍ୟାଙ୍କ ଅନୁସାରେ, ଗତ କିଛି ବର୍ଷରେ ୨ହଜାର ଟଙ୍କିଆ ନୋଟ ପ୍ରଚଳନ ମଧ୍ୟ କମିଛି । ଅନ୍ୟପଟେ ୫୦୦ ଓ ୨୦୦ ଟଙ୍କିଆ ନୋଟ ପ୍ରଚଳନ ବଢ଼ିବାରେ ଲାଗିଛି । ତା\’ଛଡ଼ା ୨୦୧୯ ଓ ୨୦ ବର୍ଷରେ ସରକାରଙ୍କ ତରଫରୁ କୌଣସି ଅର୍ଡ଼ର ମିଳିନାହିଁ ୨ହଜାର ଟଙ୍କିଆ ନୋଟ ଛପେଇବାକୁ ନେଇ ବୋଲି ସୂଚନା ଦେଇଛି ଆରବିଆଇ ।

ଅନ୍ୟମାନଙ୍କୁ ଜଣାନ୍ତୁ।