ନୂଆଦିଲ୍ଲୀ (୫.୧୦.୨୨) : ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ ଝଟକା । ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ତିନି ଗୁଣା ବୃଦ୍ଧି ହୋଇଛି । ବର୍ତ୍ତମାନ ଦିଲ୍ଲୀରେ ପ୍ରମୁଖ ଷ୍ଟେସନମାନଙ୍କରେ ଯାତ୍ରୀମାନଙ୍କୁ ଅଧିକ ୩ ଗୁଣା ଟଙ୍କା ଦେଇ ପ୍ଲାଟ ଫର୍ମ ଟିକେଟ କିଣିବାକୁ ପଡିବ । ପୂର୍ବରୁ ଯେଉଁଠାରେ ୧୦ ଟଙ୍କା ଯାତ୍ରୀମାନଙ୍କୁ ଦେବାକୁ ପଡୁଥିଲା ସେଠାରେ ଏବେ ୩୦ ଟଙ୍କା ଦେବାକୁ ପଡିବ । ପାର୍ବଣରେ ରେଳ ଟିକେଟ ବଢିଛି ଏହି ସମୟରେ ବହୁ ଜନ ସମାଗମ ହୋଇଥିଲା । ଯାତ୍ରୀମାନଙ୍କ ସମ୍ପର୍କୀୟମାନେ ଅଧିକ ସଂଖ୍ୟାରେ ଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନରେ ଭିଡ କମାଇବାକୁ ରେଳ କର୍ତ୍ତୃପକ୍ଷ ଏପରି ପଦକ୍ଷପ ନେଇଛନ୍ତି । ଆଗାମୀ ଛଟ ପୂଜା ପର୍ଯ୍ୟନ୍ତ ପ୍ଲାଟଫର୍ମ ଟିକେଟ ୩୦ ଟଙ୍କା ରହିବ ବୋଲି ଜଣା ପଡିଛି । ଏହା ପୂର୍ବରୁ ୨ ବର୍ଷ ଗୁଡିକରେ , ଦୀପାବଳି ଏବଂ ଛଟ ପୂଜା ସମୟରେ ପ୍ଲାଟଫର୍ମ ଟିକେଟ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ପ୍ଲାଟଫର୍ମରେ କେବଳ ଯତ୍ରୀ ମାନଙ୍କୁ ଅନୁମତି ଦିଆଯାଇଥିଲା । କରୋନା ଅବଧିରେ ପ୍ଲାଟଫର୍ମ ଟିକେଟ ୫୦ ଟଙ୍କା ଥିଲା ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା