Sign in
Sign in
Recover your password.
A password will be e-mailed to you.
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍
Browsing Category
Breaking News
ଭବାନୀପାଟଣାରେ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ
ଭବାନୀପାଟଣା (ଏଏନ୍ଏସ୍): ଆଜି ସ୍ଥାନୀୟ ମ୍ୟୁନିସିପାଲ ହାଇସ୍କୁଲ୍ରେ ଜିଲ୍ଲା ସ୍ତରୀୟ ବିଶ୍ଵ ପର୍ଯ୍ୟଟନ ଦିବସ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ଯଲୟ ତରଫରୁ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ କଲେଜ ଓ ହାଇସ୍କୁଲ୍ ସ୍ତର କୁଇଜ୍ ପ୍ରତିଯୋଗୀତା…
ଶୁକ୍ରବାର ପରିବର୍ତ୍ତେ ଗୁରୁବାର ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ଛୁଟି ଘୋଷଣା
ଏଏନ୍ଏସ୍: ଶୁକ୍ରବାର ପରିବର୍ତ୍ତେ ଗୁରୁବାର ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯିବ। ପୂର୍ବରୁ ଘୋଷଣା ହୋଇଥିବା ୨୯ ପରିବର୍ତ୍ତେ ୨୮ରେ ସରକାରୀ ଛୁଟି ରହିବ ବୋଲି ସୂଚନା ପ୍ରକାଶ ପାଇଛି। ଆସନ୍ତା ୨୮ ତାରିଖକୁ ଛୁଟି ଘୋଷଣା କଲେ ସରକାର। ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ…
ଏସୀୟ କ୍ରୀଡା: ଭାରତକୁ ଆଉ ଏକ ବ୍ରୋଞ୍ଜ
ଚେନ୍ନାଇ: ଏସୀୟ କ୍ରୀଡା ସେଲିଂରେ ଭାରତକୁ ଆଉ ଏକ ପଦ ମିଳିଥିବା ସୂଚନା ରହିଛି । ଇବାଦ ଅଲ୍ଲୀ ଦେଶ ପାଇଁ ଜିତିଲେ ବ୍ରୋଞ୍ଜ ପଦକ । ଆଜି ସେଲିଂରେ ନେହା ଠାକୁର ଜିତିଥିଲେ ରୌପ୍ୟ ପଦକ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୧୩କୁ ବୃଦ୍ଧି ହୋଇଥିବା ଖବର ସାମ୍ନାକୁ ଆସିଛି।
ଆଜି ୪ଟା ଯାଏଁ ଗୃହ ମୁଲତବି
ଭୁବନେଶ୍ୱର (ଏଏନ୍ଏସ୍): ବିଧାନସଭାରେ ମଙ୍ଗଳବାର ମୌସୁମୀ ଅଧିବେଶନର ତୃତୀୟ ଦିନ। ମାତ୍ର ଆଜି ମଧ୍ୟ ଚାଲି ପାରିନାହିଁ ଗୃହ। ଗୃହରେ ପୁଣି ହଙ୍ଗାମା ଓ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହରେ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା…
କାନାଡ଼ା ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି, ଭାରତ ସହ ସମ୍ପର୍କ ଗୁରୁତ୍ଵପୂର୍ଣ୍ଣ
ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ତିକ୍ତତା ମଧ୍ୟରେ କାନାଡ଼ା ନରମିଥିବା ଦେଖାଦେଇଛି। ଖଲିସ୍ତାନୀ ଆତଙ୍କବାଦୀ ନିଜର ହତ୍ୟାକୁ ନେଇ ଭାରତକୁ ବାରମ୍ବାର ଦୋଷାରୋପ କରିବା ମଧ୍ୟରେ କାନାଡ଼ା ପ୍ରତିରକ୍ଷା ମନ୍ତ୍ରୀ ବିଲ୍ ବ୍ଲେୟାର୍ କିଛି ଭିନ୍ନ ବିବୃତ୍ତି ଦେଇଛନ୍ତି । ଭାରତ ସହ କାନାଡ଼ା…
ଘଡ଼ଘଡ଼ି ସହ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର (ଏଏନ୍ଏସ୍): ରାଜ୍ୟରେ ଏବେ କୌଣସି ପ୍ରକାର ଘୂର୍ଣ୍ଣିବଳୟର ପ୍ରଭାବ ନ ଥିବା ବେଳେ ମୌସୁମୀ ଦୁର୍ବଳ ଅବସ୍ଥାରେ ରହିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ୧୭ଟି…
ଆଜିଠୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତା
ଭୁବନେଶ୍ୱର (ଏଏନ୍ଏସ୍): ଆଜିଠୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତା। ନାକ୍ ଟିମ୍ ତିନିଦିନିଆ ଗସ୍ତକରି ବିଶ୍ୱବିଦ୍ୟାଳୟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବେ। ଗତ ଏପ୍ରିଲ ମାସରେ ନାକ୍ ଟିମ୍ ଗସ୍ତ ଓ ମୂଲ୍ୟାୟନରେ ବିଶ୍ୱବିଦ୍ୟାଳୟରେ ନାକ୍ ମାନ ହ୍ରାସ ଘଟିବା ପରେ…
ମୁଖ୍ୟମନ୍ତ୍ରୀଙ୍କ ବିବୃତି: ହେଲିକପ୍ଟର ବାବଦକୁ ସରକାର ଖର୍ଚ୍ଚ କରିଛନ୍ତି ୪୦ କୋଟି
ଭୁବନେଶ୍ବର (ଏଏସ୍ଏଏସ୍): ବିଧାନସଭାରେ ବିବୃତି ରଖୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମୋ ସରକାର ଲୋକଙ୍କ ସରକାର। କୋଭିଡ ହେତୁ ୨ ବର୍ଷ ହେଲା ବନ୍ଦ ଥିଲା ସିଏମଓ ଅଭିଯୋଗ ପ୍ରକୋଷ୍ଠ ସେଥିପାଇଁ ସିଏମଓର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ସମାଧାନ…
ଅବପାତର ରୂପ ନେବ ଲଘୁଚାପ, ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା
ଭୁବନେଶ୍ୱର (ଏଏନ୍ଏସ୍): ଆସନ୍ତା ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ତଥା ପାଶର୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପର ରୂପ ନେବ। ପରେ ଏହା ଅଧିକ ଘନୀଭୂତ ହୋଇ…
ଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନା ପ୍ରତିଯୋଗିତା; ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ
ହାଙ୍ଗଝୋ: ଚୀନ୍ର ହାଙ୍ଗ୍ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଦ୍ବିତୀୟ ଦିବସରେ ଆଜି ବନ୍ଧୁକ ଚାଳନା ପ୍ରତିଯୋଗିତାରେ 'ଭାରତୀୟ ପୁରୁଷଙ୍କ ୧୦ ମିଟର୍ ଏୟାର୍ ରଇଫଲ୍ ଟିମ୍' ବିଶ୍ବ ରେକର୍ଡ ସ୍କୋର୍ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି।
ପ୍ରଥମ ଦିନରେ ଭାରତୀୟ ଖେଳାଳିମାନେ…