ଫିଲ୍ମଫେୟାର ଆୱାର୍ଡ ୨୦୨୪: ଜାଣନ୍ତୁ ବିଜେତାଙ୍କ ଲିଷ୍ଟ

ଘୋଷଣା କରାଯାଇଛି ୬୯ ତମ ଫିଲ୍ମଫେୟାର ଆୱାର୍ଡ। 'ଆନିମାଲ' ପାଇଁ ରଣବୀର କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ, ଆଲିଆ ଭଟ୍ଟଙ୍କୁ 'ରକି ଅର ରାନୀ କି ପ୍ରେମ କାହାଣି' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଛି।

Continue Readingଫିଲ୍ମଫେୟାର ଆୱାର୍ଡ ୨୦୨୪: ଜାଣନ୍ତୁ ବିଜେତାଙ୍କ ଲିଷ୍ଟ

ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର୍’ ରିଲିଜ୍, ଦେଖନ୍ତୁ କ’ଣ ପ୍ରତିକ୍ରିୟା ଦେଲେ ଦର୍ଶକ  

ବହୁ ପ୍ରତିକ୍ଷୀତ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ 'ଫାଇଟର୍' ଆଜି ଦେଶର ବିଭିନ୍ନ ସିନେମା ହଲରେ ରିଲିଜ୍ ହୋଇଯାଇଛି। ଆକ୍ସନରେ ଭରପୁର ଏହି ଫିଲ୍ମକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି। ଫିଲ୍ମରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଯୋଡିକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

Continue Readingସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର୍’ ରିଲିଜ୍, ଦେଖନ୍ତୁ କ’ଣ ପ୍ରତିକ୍ରିୟା ଦେଲେ ଦର୍ଶକ  

ଅସ୍ତ୍ରୋପଚାର ପରେ ପତ୍ନୀଙ୍କ ସହ ଘରକୁ ଫେରିଲେ ସୈଫ୍, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ  

ଅସ୍ତ୍ରୋପଚାର ପରେ ଘରକୁ ଫେରିଲେ ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍ ଅଲି ଖାନ୍। ଗତକାଲି ଅଭିନେତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଖବର ମିଳିଥିଲା।

Continue Readingଅସ୍ତ୍ରୋପଚାର ପରେ ପତ୍ନୀଙ୍କ ସହ ଘରକୁ ଫେରିଲେ ସୈଫ୍, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ  

ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠାରେ ସାମିଲ ହେଲେ ବଲିଉଡ କଳାକାର 

ସୋମବାର ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସହ ବିରାଜିଛନ୍ତି ପ୍ରଭୁ ରାମଲାଲା । ଅପୂର୍ବ ବିଗ୍ରହ ଦର୍ଶନ କରି ବିମୋହିତ ହୋଇଛନ୍ତି ଶ୍ରଦ୍ଧାଳୁ । ଦେଶ ବିଦେଶରୁ ନିମନ୍ତ୍ରିତ ଅତିଥି ଅଯୋଧ୍ୟାରେ ପହଁଚି ପ୍ରାଣପ୍ରତିଷ୍ଠା ଉତ୍ସବରେ ମଧ୍ୟ ସାମିଲ ହୋଇଛନ୍ତି । 

Continue Readingଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠାରେ ସାମିଲ ହେଲେ ବଲିଉଡ କଳାକାର 

ରିଲିଜ ହେଲା ଫିଲ୍ମ ‘ଭକ୍ଷକ’ର ଟିଜର, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ 

ବଲିଉଡ ଅଭିନେତ୍ରୀ ଭୂମି ପେଡନେକରଙ୍କ ନୂଆ ଚଳଚ୍ଚିତ୍ର ‘ଭକ୍ଷକ’ର ପ୍ରଥମ ଲୁକ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ରେଡ୍ ଚିଲିଜ୍ ଦ୍ୱାରା ନିର୍ମିତ ପ୍ରକୃତ ଘଟଣା ଦ୍ୱାରା ଆଧାରିତ ଏହି ଚଳଚ୍ଚିତ୍ରରେ ଭୂମି ପେଡନେକର ଜଣେ ଅନୁସନ୍ଧାନକାରୀ ସାମ୍ବାଦିକ ଭୂମିକାରେ ନଜର ଆସିଛନ୍ତି, ଯିଏ ବିଶ୍ୱକୁ ସତ୍ୟ ଆଣିବା ପାଇଁ ଯେକୌଣସି ସ୍ତରକୁ ଯାଇପାରିବେ |

Continue Readingରିଲିଜ ହେଲା ଫିଲ୍ମ ‘ଭକ୍ଷକ’ର ଟିଜର, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ 

ବହୁତ ଜଲଦି ଦର୍ଶକଙ୍କୁ ଭେଟି ଦେବେ ଫିଲ୍ମ ‘ଗୋଲମାଲ୍ 5’, ଘୋଷଣା କଲେ ରୋହିତ ଶେଟ୍ଟୀ

ଭାରତୀୟ ପୋଲିସ ଫୋର୍ସ ୱେବ୍ ସିରିଜ୍ ରିଲିଜକୁ ନେଇ ବ୍ୟସ୍ତ ଥିବା ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ପ୍ରଶଂସକଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ରୋହିତ ଶେଟ୍ଟୀ କମେଡି ଫ୍ରାଞ୍ଚାଇଜ ଗୋଲମାଲ୍ ର ପଞ୍ଚମ ଅଧ୍ୟାୟା ଅର୍ଥାତ୍ ଗୋଲମାଲ୍ 5 ପ୍ରସ୍ତୁତ ହେବ।

Continue Readingବହୁତ ଜଲଦି ଦର୍ଶକଙ୍କୁ ଭେଟି ଦେବେ ଫିଲ୍ମ ‘ଗୋଲମାଲ୍ 5’, ଘୋଷଣା କଲେ ରୋହିତ ଶେଟ୍ଟୀ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ରାମାୟଣ ସିରିଏଲର ଅଭିନେତା ଓ ଅଭିନେତ୍ରୀ

ଅଯୋଧ୍ୟାରେ ରାମଲଲାଙ୍କ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶରେ ଉତ୍ସାହ ଖେଳିଯାଇଛି। ରାମ ମନ୍ଦିର ପ୍ରତିଷ୍ଠା ନେଇ ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁମାନେ  ଅଯୋଧ୍ୟା ମୁହାଁ ହେଉଛନ୍ତି। ଅନ୍ୟପଟେ ରାମାୟଣ ସିରିଏଲରେ ରାମ, ଲକ୍ଷ୍ମଣ ଓ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ନିମନ୍ତ୍ରଣ ପାଇବା ପରେ ଅଯୋଧ୍ୟା ପହଂଚିଛନ୍ତି।

Continue Readingରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ରାମାୟଣ ସିରିଏଲର ଅଭିନେତା ଓ ଅଭିନେତ୍ରୀ

ପ୍ରଭୁ ରାମଙ୍କୁ ମାଂସାହାରୀ କହି ବିବାଦରେ ଫିଲ୍ମ ‘ଅନ୍ନପୂର୍ଣ୍ଣି’ 

ବିବାଦରେ ଦକ୍ଷିଣଭାରତ ସିନେମା ଫିଲ୍ମ ‘ଅନ୍ନପୂର୍ଣ୍ଣି’ । ଓଟିଟି ପ୍ଲାଟଫର୍ମରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ନୟନତାରା ଅଭିନୀତ ଏହି ଫିଲ୍ମର ଏକ ଦୃଶ୍ୟକୁ ନେଇ ବଡ଼ ବିବାଦ ଛିଡ଼ା ହୋଇଛି ।

Continue Readingପ୍ରଭୁ ରାମଙ୍କୁ ମାଂସାହାରୀ କହି ବିବାଦରେ ଫିଲ୍ମ ‘ଅନ୍ନପୂର୍ଣ୍ଣି’ 

୫୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ଉସ୍ତାଦ୍ ରସିଦ ଖାନ

ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ଉସ୍ତାଦ୍ ରସିଦ ଖାନଙ୍କର ଦୀର୍ଘ ଦିନର ଅସୁସ୍ଥତା ପରେ ଦେହାନ୍ତ ହୋଇଛି। ପ୍ରୋଷ୍ଟେଟ କ୍ୟାନସର ରୋଗରେ ସେ ଦୀର୍ଘ ସମୟ ଧରି ଚିକିତ୍ସିତ ହେଉଥିଲେ। ସେ ୫୫ ବର୍ଷ ବୟସରେ କୋଲକାତାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Continue Reading୫୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ଉସ୍ତାଦ୍ ରସିଦ ଖାନ

ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସାଉଥ ସୁପରଷ୍ଟାର ବିଜୟ ଓ ରଶ୍ମିକା

ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ପ୍ରେମ ସମ୍ପର୍କକୁ ନେଇ ବଲିଉଡ଼ଠାରୁ ଟଲିଉଡ଼ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ସମୟରେ ଉଭୟ ଏକାଠି ନଜର ଆସିଥାଆନ୍ତି ।

Continue Readingଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସାଉଥ ସୁପରଷ୍ଟାର ବିଜୟ ଓ ରଶ୍ମିକା