Sign in
Sign in
Recover your password.
A password will be e-mailed to you.
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ
Browsing Category
ଜୀବନଶୈଳୀ
ଫ୍ରିଜପାଣି ପିଉଥିଲେ ସାବଧାନ
ଖରାଦିନ ଆସିଲେ ସାଧାରଣତଃ ସମସ୍ତେ ଫ୍ରିଜ ପାଣି ପିଇବାକୁ ଭଲ ପାଆନ୍ତି । କିନ୍ତୁ ଏହି ଥଣ୍ଡା ପାଣି ପିଇବା ଶରୀର ପାଇଁ ବହୁ କ୍ଷତିକାରକ ହୋଇଥାଏ । ନିଜର ଶୋଷ ମେଣ୍ଟାଇବା ପାଇଁ ଯଦି ଆପଣ ଫ୍ରିଜରୁ ପାଣି କାଢି ପିଉଛନ୍ତି ତାହେଲେ ଜାଣି ନିଅନ୍ତୁ ଏହା ଆପଣଙ୍କ ଶରିରକୁ କେଉଁ ପ୍ରକାରର କ୍ଷତି…
ଫୋନରେ କଥା ହୋଇ ଖାଇଲେ ବଢିଥାଏ ଓଜନ
ଆଜିକାଲିର ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ବଦଳାଇବା ଦ୍ୱାରା ଲୋକଙ୍କ ଶରୀରରେ ଅଧିକରୁ ଅଧିକ ଚର୍ବି ଜମା ହୋଇଥାଏ, ଯେଉଁ କାରଣରୁ ଶରୀରର ଅଙ୍ଗଗୁଡ଼ିକ ଏକ ସମୟରେ ସଠିକ୍ ଭାବରେ କାମ ବନ୍ଦ କରିଦିଏ। ଯାହାଫଳରେ ଲୋକମାନେ ଗୁରୁତର ଅସୁସ୍ଥ ହୁଅନ୍ତି। ଏକ ଆକଳନ ଅନୁଯାୟୀ, ୨୦୧୬ ସୁଦ୍ଧା ଦେଶରେ…
ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ଏହି ଉପଚାର
ଉଚ୍ଚ ରକ୍ତଚାପକୁ ହାଇପରଟେନସନ ମଧ୍ୟ କୁହାଯାଏ । ସାଧାରଣତଃ ବ୍ଲଡ ପ୍ରେସର ୧୨୦/୮୦ରୁ କମ୍ ରହିବା ଉଚିତ । ଏଥିରେ ସାମାନ୍ୟ ପରିବର୍ତ୍ତନ ଶରୀରର ରକ୍ତଚାପକୁ ବୃଦ୍ଧି କରିଥାଏ, ଯାହାକୁ ନିୟନ୍ତ୍ରଣରେ ରଖିବା ନିହାତି ଆବଶ୍ୟକ । ଧମନୀ ଦୁର୍ବଳ ହୋଇଯିବା କିମ୍ବା ହୃଦୟରୁ ଶରୀରର ବିଭିନ୍ନ ଅଙ୍ଗକୁ…
ଜାଣନ୍ତୁ ଚନ୍ଦାପଣ ଦୂର କରିବାର ଉପାୟ
କେଶ ଝଡିବାର ଅନେକ କାରଣ ରହିଥାଏ । ଯେପରି ଡାଏଟ୍ ଏବଂ ଷ୍ଟେସ୍ । କିନ୍ତୁ କିଛି ଲୋକଙ୍କୁ ଅଧିକ ମାତ୍ରାରେ ଏହି ସମସ୍ୟାର ସାମ୍ନା କରିବାକୁ ପଡେ । ଧୀରେ ଧୀରେ ଚନ୍ଦାପଣ ଏମାନଙ୍କ ଠାରେ ଦେଖିବାକୁ ମିଳେ । ଏଥିରୁ ମୁକ୍ତି ପାଇଁ ଏଭଳି କିଛି ଜିନିଷ ବ୍ୟବହାର କରନ୍ତୁ ଯାହା ଦ୍ୱାରା କେଶ…
କ୍ୟାନ୍ସରକୁ ଭଲ କରେ ସୋରିଷ ତେଲ
ସୋରିଷ ତେଲ ପ୍ରାୟ ପ୍ରତ୍ୟେକ ଭାରତୀୟଙ୍କ ଘରେ ସହଜରେ ମିଳିଯିବ । ଏହି ତେଲ ପ୍ରାକୃତିକ ଏବଂ ଏହାକୁ ଆପଣ ସିଧାସଳଖ ଭାବେ ନିଜ କେଶ କିମ୍ବା କୁକିଙ୍ଗରେ ପ୍ରୟୋଗ କରିପାରିବେ । ସବୁଠୁ ବଡ କଥା ହେଉଛି ଏହି ତେଲର କୌଣସି ସାଇଡଇଫେକ୍ଟ ନାହିଁ । ପ୍ରାଚୀନ କାଳରୁ ଏହା ବ୍ୟବହୃତ ହୋଇ ଆସୁଛି ।…
ରକ୍ତଦାନ କମ୍ କରିଥାଏ କର୍କଟ ରୋଗର ଆଶଙ୍କା
ଲୋକଙ୍କ ମଧ୍ୟରେ ରକ୍ତଦାନ ବିଷୟରେ ସଚେତନତା ସୃଷ୍ଟି କରିବା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ। ବର୍ତ୍ତମାନ ଦେଶରେ ଏଭଳି ବହୁ ଲୋକ ଅଛନ୍ତି ଯେଉଁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। ତେଣୁ ସବୁବେଳେ ଯେକୌଣସି ସ୍ଥାନରେ ରକ୍ତର ଅଭାବ ରହିଛି। କିନ୍ତୁ ରକ୍ତଦାତାମାନେ ସାଧାରଣତଃ ରକ୍ତ ଦେବାରେ…
ଏହି ଭିଟାମିନ କମିଲେ ହୋଇଯିବେ ଅନ୍ଧ
ଆମ ଶରୀରରେ ଥିବା ପ୍ରତ୍ୟେକ ପୋଷକ ତତ୍ତ୍ୱର ନିଜସ୍ୱ କିଛି ଗୁରୁତ୍ୱ ରହିଛି । ଯଦି ଆମେ ଆମର ଦୃଷ୍ଟି ଶକ୍ତିକୁ ସୁସ୍ଥ ରଖିବାକୁ ଚାହିଁବା, ତେବେ ଆମକୁ ଭିଟାମିନ୍ ‘ଏ’ ଖାଦ୍ୟ ଖାଇବାକୁ ପଡିବ, ଯାହାକି ସାଧାରଣତଃ ନାଲି, ହଳଦିଆ ଏବଂ କିଛି ସବୁଜ ଫଳ ଏବଂ ପନିପରିବାରେ ପ୍ରଚୁର ପରିମାଣରେ…
ଜାଣନ୍ତୁ ଓଜନ କମାଇବାର ସହଜ ଉପାୟ
ବ୍ୟସ୍ତ ବହୁଳ ଜୀବନରେ ପ୍ରାୟତଃ ଲୋକ ନିଜର ଖାଦ୍ୟ ପାନୀୟର ସଠିକ୍ ଦାୟତ୍ୱ ନେଇପାରନ୍ତି ନାହିଁ। ଯାହା କାରଣରୁ ଓଜନ ବଢିବା,ବ୍ଳଡ୍ ପ୍ରେସର ଆଦି ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ଏହି ସବୁ ଅସୁବିଧା ଦେଇ ଗତି କରୁଛନ୍ତି ତେବେ ଆପଣଙ୍କୁ ନିଜର ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ ଆଣିବାକୁ…
ତ୍ୱଚାକୁ ଚମକାଇବ ବାଦାମ
ବାଦାମରେ ପ୍ରୋଟୀନର ମାତ୍ରା ବହୁତ ଅଧିକ ରହିଥାଏ । ଏଥିରେ ଅନେକ ସ୍ୱାସ୍ଥ୍ୟଗତ ଲାଭ ଥିବାରୁ ଏହାକୁ ଏକ ବହୁତ ଭଲ ଫୁଡ୍ ବୋଲି ମାନନ୍ତି ଲୋକେ । ତେବେ ଚେହେରାକୁ ଚମକାଇବା ମହିଳାଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିଥାଏ । ଗ୍ଲୋଇଙ୍ଗ୍ ତ୍ୱଚା କରି ସବୁବେଳେ ନିଜକୁ ଅଲଗା କରିବାକୁ ଚାହାଁନ୍ତି…
ଫ୍ରିଜରେ ଥିବା ଖାଦ୍ୟ ହୋଇଯାଏ ବିଷ
ଆଜିକାଲି ଲୋକମାନେ ଖାଦ୍ୟ ରାନ୍ଧି ଏହାକୁ ଫ୍ରିଜରେ ରଖି ପରବର୍ତ୍ତୀ ସମୟରେ ଏହାକୁ ଗରମ କରି ସେବନ କରନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଫ୍ରିଜରେ ଖାଦ୍ୟ ରଖି ଏହାକୁ ସେବନ କରିବା ସ୍ୱାସ୍ଥ୍ୟପକ୍ଷେ କେତେ କ୍ଷତିକାରକ ଏବଂ ଏହାକୁ କେତେ ସମୟ ପର୍ଯ୍ୟନ୍ତ ରଖିବା ଉଚିତ । କିଛି ଦିନ ଧରି…