ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଲା ବିମାନ ଟିକେଟ୍ ଭଡା, ଜାଣନ୍ତୁ କେତେ ରହିଛି ଦାମ୍ ?

ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଲା ବିମାନ ଯାତ୍ରାର ଟିକେଟ୍ ଭଡା। ସୂଚନା ଅନୁଯାୟୀ ଯେଉଁ ୱାନ ୱେ ଟିକେଟର ଦାମ ୫ ହଜାର ଟଙ୍କା ଥିଲା ତାହା ଏବେ ୩୦ ହଜାର ଟଙ୍କା ହୋଇଛି।

Continue Readingବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଲା ବିମାନ ଟିକେଟ୍ ଭଡା, ଜାଣନ୍ତୁ କେତେ ରହିଛି ଦାମ୍ ?

ମହମ୍ମଦ ହଫିଜଙ୍କୁ ପିସିବିର ବଡ ଦାୟିତ୍ୱ

  • Post category:କ୍ରୀଡା
  • Reading time:1 mins read

ଆଇସିସି ଦିନିକିଆ ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ହରାଇଥିଲା। ପାକିସ୍ତାନ ଦଳ ୯ଟି ଲିଗ ମ୍ୟାଚ ମଧ୍ୟରୁ ମାତ୍ର ୪ଟି ଜିତିଥିଲା। ଫଳରେ ଦଳ ସେମିଫାଇନାଲରେ ପ୍ରବେଶ କରିପାରିନଥିଲା।

Continue Readingମହମ୍ମଦ ହଫିଜଙ୍କୁ ପିସିବିର ବଡ ଦାୟିତ୍ୱ

ଦ୍ୱିତୀୟ ସେମିଫାଇନାଲ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲେ କାହା ସହ ଫାଇନାଲ ଖେଳିବ ଟିମ୍‌ ଇଣ୍ଡିଆ? ଜାଣନ୍ତୁ, କ’ଣ ରହିଛି ନିୟମ…

  • Post category:କ୍ରୀଡା
  • Reading time:1 mins read

ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚତୁର୍ଥ ଥର ଲାଗି ଭାରତ ଫାଇନାଲରେ ପ୍ରବେଶ କରିଛି। ବିରୋଧୀ ଟିମ୍‌ ସମ୍ମୁଖରେ ୩୯୮ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ମହମ୍ମଦ ଶାମିଙ୍କ ଜବରଦସ୍ତ ବୋଲିଂ ଯୋଗୁ ଦଳ ୩୨୭ରନ୍‌ରେ ସୀମିତ ରହିଥିଲା। 

Continue Readingଦ୍ୱିତୀୟ ସେମିଫାଇନାଲ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲେ କାହା ସହ ଫାଇନାଲ ଖେଳିବ ଟିମ୍‌ ଇଣ୍ଡିଆ? ଜାଣନ୍ତୁ, କ’ଣ ରହିଛି ନିୟମ…

କ୍ରିକେଟ ବିଶ୍ୱକପ: ନ୍ୟୁଜଲ୍ୟାଣ୍ଡକୁ ପଛରେ ପକାଇ ଫାଇନାଲ୍ ରେ ପହଞ୍ଚିଲା ଭାରତ 

  • Post category:କ୍ରୀଡା
  • Reading time:1 mins read

ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚରେ ବିଜୟ ହାସଲ କରିଛି ଭାରତ | ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Continue Readingକ୍ରିକେଟ ବିଶ୍ୱକପ: ନ୍ୟୁଜଲ୍ୟାଣ୍ଡକୁ ପଛରେ ପକାଇ ଫାଇନାଲ୍ ରେ ପହଞ୍ଚିଲା ଭାରତ 

ଆଜି ବିଶ୍ୱକପ୍ ପ୍ରଥମ ସେମିଫାଇନାଲ; ଟକ୍କର ଦେବେ ଭାରତ- ନ୍ୟୁଜିଲାଣ୍ଡ 

  • Post category:କ୍ରୀଡା
  • Reading time:1 mins read

୧୩ତମ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ। ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତି ନ ଥିବା ଭାରତ ଏଥର ସୁଯୋଗ ହାତଛଡା କରିବା ଲକ୍ଷ୍ୟରେ ନ ଥିବା ଚର୍ଚ୍ଚା ହେଉଛି। ତେବେ ଭାରତ ବର୍ତ୍ତମାନ ସୁଦ୍ଧା ବିଶ୍ୱକପ୍‌ର ଚଳିତ ସଂସ୍କରଣରେ ଅପରାଜେୟ ରହିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍‌ରେ ପରାଜିତ ହୋଇଥିବା ବେଳେ ୫ଟି ଜିତିଛି।

Continue Readingଆଜି ବିଶ୍ୱକପ୍ ପ୍ରଥମ ସେମିଫାଇନାଲ; ଟକ୍କର ଦେବେ ଭାରତ- ନ୍ୟୁଜିଲାଣ୍ଡ 

କେଉଁ ଦଳ ପ୍ରବେଶ କରିବ ସେମିଫାଇନାଲରେ? ଜାଣନ୍ତୁ…

  • Post category:କ୍ରୀଡା
  • Reading time:1 mins read

ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ତିନୋଟି ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଥିରେ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆର ନାମ ସାମିଲ ଅଛି। ଏଥି ସହିତ ସେମିଫାଇନାଲରେ ଅବଶିଷ୍ଟ ଗୋଟିଏ ସ୍ଥାନ ପାଇଁ ତିନି ଦଳ ମଧ୍ୟରେ ଲଢେଇ ଚାଲିଛି। ନ୍ୟୁଜିଲାଣ୍ଡ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଏହି ଗୋଟିଏ ସ୍ଥାନ ପାଇଁ ଦୌଡ଼ରେ ଅଛନ୍ତି। ଏହି ତାଲିକାର ପ୍ରଥମ ମ୍ୟାଚ ଆଜି ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଯଦି ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ଶ୍ରୀଲଙ୍କାକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିବ, ତେବେ ବୋଧହୁଏ ଏହା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ।

Continue Readingକେଉଁ ଦଳ ପ୍ରବେଶ କରିବ ସେମିଫାଇନାଲରେ? ଜାଣନ୍ତୁ…

ନେଦରଲ୍ୟାଣ୍ଡ ବାନାମ ଇଂଲଣ୍ଡ: କେଉଁ ଦଳ ହାତେଇବ ଚାମ୍ପିଅନ୍ସ ଟ୍ରଫି?

  • Post category:କ୍ରୀଡା
  • Reading time:1 mins read

ଦିନିକିଆ ଆଇସିସି ବିଶ୍ୱକପରେ ଆଜି ଇଂଲଣ୍ଡ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୁଣେ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଏହି ଦୁଇ ଦଳ ପରସ୍ପରକୁ ସାମ୍ନା କରିବେ। ୭ଟି ମ୍ୟାଚ ମଧ୍ୟରୁ ୬ଟି ହାରିଯିବା ପରେ ଇଂଲଣ୍ଡ ଦଳ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ଇଂଲଣ୍ଡ ଦଳ ନେଦରଲ୍ୟାଣ୍ଡ ବିପକ୍ଷରେ ବିଜୟ ପଞ୍ଜିକରଣ କରି କିଛି ସକାରାତ୍ମକ ନେଇ ଘରକୁ ଫେରିବାକୁ ଚାହିଁବ।

Continue Readingନେଦରଲ୍ୟାଣ୍ଡ ବାନାମ ଇଂଲଣ୍ଡ: କେଉଁ ଦଳ ହାତେଇବ ଚାମ୍ପିଅନ୍ସ ଟ୍ରଫି?

ଆଜି ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ

  • Post category:କ୍ରୀଡା
  • Reading time:1 mins read

କ୍ରିକେଟ୍‌ ଦିନିକିଆ ବିଶ୍ୱକପ୍‌ରେ ଆଜି ୱାଙ୍ଖଡେ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ମୁକାବିଲା ଆଫଗାନିସ୍ତାନ ସହ ହେବ। ଏହି ମ୍ୟାଚ୍‌କୁ ଜିତି ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ ଦଳ। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ୭ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ସହ ୧୦ ପଏଣ୍ଟ ହାସଲ କରିଥିବା ବେଳେ ଅନ୍ୟପକ୍ଷରେ ୭ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ ହାସଲ କରିଛି ଆଫଗାନିସ୍ତାନ। ତେବେ ଦେଖିବାକୁ ରହିଲା ଆଜିର ମ୍ୟାଚରେ କେଉଁ ମ୍ୟାଚ ବାଜି ମାରୁଛି।  

Continue Readingଆଜି ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ

ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କଲେ ସରକାର

  • Post category:କ୍ରୀଡା
  • Reading time:1 mins read

ବିଶ୍ୱକପ ୨୦୨୩ରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନର କାରଣରୁ ଶ୍ରୀଲଙ୍କା ସରକାର ସମଗ୍ର କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଛନ୍ତି। ଏନେଇ ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରଣାଳୟ ଆଜି ସୂଚନା ଦେଇଛି। କ୍ରୀଡ଼ା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଅବଶିଷ୍ଟ ସଦସ୍ୟଙ୍କୁ ବରଖାସ୍ତ କରି ସେମାନଙ୍କୁ ବିଶ୍ୱକପ ବିଜେତା ପୂର୍ବତନ ଅଧିନାୟକ ଅର୍ଜୁନ ରାଣାତୁଙ୍ଗାଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ କମିଟିରେ ସ୍ଥାନିତ କରିଛନ୍ତି। 

Continue Readingଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କଲେ ସରକାର

ଭାରତକୁ ବଡ ଝଟକା: ବିଶ୍ୱକପରୁ ବାଦ ପଡିଲେ ହାର୍ଦ୍ଦିକ

  • Post category:କ୍ରୀଡା
  • Reading time:1 mins read

ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ଇଣ୍ଡିଆ ଟିମକୁ ବଡ ଝଟକା ଲାଗିଛି। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱକପରୁ ବାହାରି ଯାଇଛନ୍ତି। ତାଙ୍କ ସ୍ଥାନରେ ଫାଷ୍ଟ ବୋଲର ପ୍ରଦିଶ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି। ତେବେ ବିଶ୍ୱକପରୁ ହାର୍ଦ୍ଦିକଙ୍କ ବହିଷ୍କାରକୁ ଆଇସିସି ନିଶ୍ଚିତ କରିଛି।

Continue Readingଭାରତକୁ ବଡ ଝଟକା: ବିଶ୍ୱକପରୁ ବାଦ ପଡିଲେ ହାର୍ଦ୍ଦିକ