୧. +୨ ପରୀକ୍ଷା ବାତିଲ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ।
୨. ରାଜଧାନୀ ପାର୍କରେ ଲାଗିଲା କଟକଣା । ବିନା ମାସ୍କରେ ପାର୍କ ଭିତରକୁ ପ୍ରବେଶ ନିଷେଧ ।
୩. ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚେତାବନୀ । ୭ ଦିନ ମଧ୍ୟରେ ନିଜ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ।
୪. ଆଜି ରାଜ୍ୟରୁ ୬୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୭ ମୃତ ।
୫. ଦିଲ୍ଲୀକୁ ଅକ୍ସିଜେନ ଯୋଗାଣ ପାଇଁ ଓଡିଶାକୁ ପ୍ରଶଂସା କଲେ କେଜରିୱାଲ ।
୬. ଝରାଫୁଲ ମୃତ୍ୟୁ ମାମଲାରେ ଖୋଲିଲା ରହସ୍ୟ; ୩୦ ହଜାର ଟଙ୍କା ପାଇଁ ହତ୍ୟା କରିଥିଲେ ଦୁର୍ବୁ୍ତ୍ତ । ଗୁମର ଖୋଲିଲା ଯାଜପୁର ପୋଲିସ ।
୭. ନିୟମ ଉଲଘଂନ କରି ପ୍ରବାସୀଙ୍କୁ ନେବା ପାଇଁ ଆସିଥିବା ବସକୁ ଜବତ କଲା ଖଇରା ଥାନା ପୋଲିସ ।
୮. ମାଲକାନଗିରିରେ ମାଓ ପୋଷ୍ଟର; କେନ୍ଦୁପତ୍ର ତୋଳାଳିଙ୍କୁ ଉଚିତ ଦାମ ଦେବାକୁ ମାଓବାଦୀଙ୍କ ଚେତାବନୀ ।
୯. ରେଷ୍ଟୁରାଣ୍ଟରେ ବସି ଖାଇବା ମନା । କେବଳ ପାର୍ସଲ ଓ ଡୋର ଡେଲିଭରିକୁ ଅନୁମତି ।
୧୦. ବଜ୍ରପାତ ସହ ବର୍ଷା ସମ୍ଭାବନା, ୧୨ ଜିଳ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ