ଦୁର୍ନୀତି ଅଭିଯୋଗରେ ବିଡିଓ ଓ ଜେଇ ନିଲମ୍ବିତ

ନବରଙ୍ଗପୁର, ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଝରିଗାଁ ବିଡ଼ିଓ ଓ ଜେଇ । ସ୍ୱଚ୍ଛ ଭାରତ ଅଭିଯାନରେ ଝରିଗାଁରେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିଲା । ଶତାଧିକ ହିତାଧିକାରୀ ଏ ଘଟଣାକୁ ନେଇ ଉଭୟ ବିଡ଼ିଓ ଓ ଜେଇଙ୍କ ନାରେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୂତାବକ ତଦନ୍ତ କରାଯାଇ, ସେମାନଙ୍କୁ ନିଲମ୍ବନ କରାଯାଇଛି ।

Leave A Reply

Your email address will not be published.