ବରଗଡ(ଏଏନଏସ)୦୭/୦୫, ଭାଇ ସାଜିଲା ବଇରୀ । ପାରିବାରିକ କଳହକୁ ନେଇ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ । ବରଗଡ ଜିଲ୍ଲା ପାଇକମାଲ ଥାନା ଡୁଙ୍ଗୁରିପାଲିରେ ଗତକାଲି ରାତିରେ ଦୁଇ ଭାଇ ମନୋଜ ଓ ଉପେଦ୍ର ସୁନାଙ୍କ ଭିତରେ ଝଗଡା ହୋଇଥିଲା । କଳହ ଏତେ ତୀବ୍ରତର ହୋଇଥିଲା ଯେ, ବଡ଼ ଭାଇ ଉପେନ୍ଦ୍ର ସାନ ଭାଇ ମନୋଜ ସୁନାକୁ ଏକ ରୁଟି ତିଆରି ତାୱାରେ ପିଟିଦେଇଥିଲା । ପରେ ଭାଇକୁ ରକ୍ତାକ୍ତ ଅବସ୍ଥାରେ ଦେଖି ପାଇକମାଳ ଥାନାରେ ଆତ୍ମସମର୍ପଣ କରିଥିଲା ହତ୍ୟାକାରୀ ଭାଇ । ଥାନାରେ ଓଲଟା ସାନ ଭାଇ ନାଁରେ ଅଭିଯୋଗ କରିଥିଲା । ଖବର ପାଇ ପାଇକମାଲ ଥାନା ପୋଲିସ ପହଞ୍ଚି ମନୋଜଙ୍କ ମୃତଦେହ ଉଦ୍ଧାର କରିଛି । ଘଟଣାର ତଦନ୍ତ ଜାରି ରହିଛି ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ