ନୂଆଦିଲ୍ଲୀ(୭.୧୦.୨୨) : ଦିଲ୍ଲୀର ଉତ୍ତର ବାହାରି ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ତେବେ ଏହି ଘଟଣାର ଖୁଲାସା ହୋଇଛି । ଏହି ଘଟଣାରେ ଜଣେ ନା ବାଳିକା ସମ୍ପୃକ୍ତ ଥିବା ପୋଲିସ କହିଛି । ତେବେ ସେହି ନା ବାଳିକା ହତ୍ୟାର ଯୋଜନା ପ୍ରସ୍ତୁତ କରିଥିଲେ । ତାଙ୍କ ଭାଇ ଏବଂ ଦୁଇ ସାଙ୍ଗ ସହିତ ମିଶି ଯୁବକକୁ ପିଟିବା ସହିତ ହତ୍ୟା କରିଥିଲେ । ଏହି ହତ୍ୟା ପଛର କାରଣ ହେଉଛି ଇନଷ୍ଟାଗ୍ରାମର ଫଲୋର୍ସ ସଂଖ୍ୟା । ଏହି ଘଟଣାର ତଦନ୍ତ ପରେ ପୋଲିସ କହିଛି ଏହି ଘଟଣା ଫଲୋର୍ସକୁ ନେଇ କିମ୍ବା ପୂର୍ବରୁ ଥିବା ପ୍ରତିଦ୍ୱନ୍ଦିତାକୁ ନେଇ ହୋଇ ପାରେ । ତେବେ ମୃତ୍ୟୁ ବରଣ କରିଥିବା ଯୁବକ ହେଉଛନ୍ତି ସାହିଲ ତାଙ୍କର ବୟସ ୧୭ ବର୍ଷ । ସେ ନାବାଳିକା ଝିଅଙ୍କ ବନ୍ଧୁ ଥିଲା । ତେବେ ଏହି ହତ୍ୟା ପାଇଁ ଯୋଜନା ହୋଇଥିଲା । ନାବାଳିକା ତାର ଦୁଇ ସାଙ୍ଗ ଏବଂ ଭାଇକୁ ନେଇ ଏହି ହତ୍ୟା କରିଥିଲେ । ତେବେ ଘଟଣା ଘଟିବା ପରେ ସାହିଲଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଏହି ଘଟଣାରେ ପୋଲିସ ନାବାଳିକା ଏବଂ ତାଙ୍କ ସାଙ୍ଗକୁ ଗିରଫ କରିଛି । ଏବଂ ସେମାନଙ୍କ ପାଖରୁ ଏକ ଛୁରୀ ମଧ୍ୟ ଜବତ କରାଯାଇଛି ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ