You are currently viewing ଲୋକପ୍ରିୟ ରାମାୟଣ ସିରିୟାଲରେ ଅଭିନୟ କରିଥିବା ଶୃପନେଖା କିଏ ଏବଂ ଏବେ କଣ କରନ୍ତି ଜାଣିଛନ୍ତି କି…

ଲୋକପ୍ରିୟ ରାମାୟଣ ସିରିୟାଲରେ ଅଭିନୟ କରିଥିବା ଶୃପନେଖା କିଏ ଏବଂ ଏବେ କଣ କରନ୍ତି ଜାଣିଛନ୍ତି କି…

ଟିଭି ସିରିଏଲ୍ ରାମାୟଣ ବେଶ୍ ଲୋକପ୍ରିୟ ହୋଇଥିଲା। ଲକଡାଉନ୍ ସମୟରେ ଲୋକମାନେ ଘରେ ରହି ବୋର୍ ହେଉଥିଲେ। ତେଣୁ ସେମାନଙ୍କ ମନୋରଞ୍ଜନ ପାଇଁ ପୁଣିଥରେ ଟିଭିରେ ପ୍ରସାରିତ ହେଲା ୮୦ ଦଶକରେ ପ୍ରସାରିତ ହୋଇଥିବା ସି ରାମାୟଣ। ସେହି ସମୟରେ ଏହା ସବୁଠାରୁ ଲୋକପ୍ରିୟ ସିରିଏଲ ଥିଲା।

ଏହି ସିରିଏଲ ଜରିଆରେ ଅନେକ କଳାକାର ବହୁତ ଲୋକପ୍ରିୟ ହୋଇଥିଲେ। ତେବେ ଏହି ସିରିଏଲରେ ରାବଣ ଭଉଣୀ ତଥା ଶୃପନେଖା ହୋଇଥିବା କଳାକାରଙ୍କ ବିଷୟରେ ଜାଣନ୍ତୁ। ସେ କିଏ ଏବଂ ଏବେ କେମିତି ଦେଖା ଯାଉଥିବେ ଟିକେ ଚିନ୍ତା କଲେ। ସେ ହେଉଛନ୍ତି ରେଣୁ ଧରୱାଲ।

୧୯୮୭ ମସିହାରେ ଧାର୍ମିକ ଟିଭି ସିରିଏଲ ରାମାୟଣ ଶୃପନେଖା ଚରିତ୍ରରେ ଅଭିନୟ କରି ବେଶ୍ ଲୋକପ୍ରିୟତା ସାଉଁଟି ଥିଲେ । ଯାହାକୁ ଆଜି ୩୩ ବର୍ଷ ବିତିଯାଇଛି। କିନ୍ତୁ ତାଙ୍କ ଅଭିନୟ ପାଇଁ ସେ ଏବେବି ଜଣାଶୁଣା। ଆଗ ଅପେକ୍ଷା ରେନୁ ଧରୱାଲ ବହୁତ ବଦଳି ଯାଇଛନ୍ତି । ଏବେବି ସେ ରାମାୟଣ ଦେଖିଲେ ନିଜକୁ ବହୁତ୍ ଗର୍ବ ଅନୁଭବ କରନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।