ମୁମ୍ୱାଇ: ଆଇକନିକ୍ ଫିଲ୍ମ ‘୩ ଇଡିଅଟସ’କୁ ପୂରିଲା ୧୧ ବର୍ଷ । ଅମିର ଖାନ, ଆର ମାଧବନ, କରିନା କପୁର, ଶର୍ମନ ଯୋଶୀ ଏବଂ ବମନ ଇରାନୀଙ୍କ ଅଭିନୀତ ଫିଲ୍ମକୁ କ୍ରିଟିକ ଏବଂ ଦର୍ଶକଙ୍କ ଦ୍ୱାରା ବେଶ ପ୍ରଶଂସା କରାଯାଇଥିଲା । ଫିଲ୍ମର ଏପର୍ଯ୍ୟନ୍ତ ମଧ୍ୟ ଆଦର ରହିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାଜ କୁମାର ହିରାନୀ । ଫିଲ୍ମକୁ ୧୧ ବର୍ଷ ହେବା ଉପଲକ୍ଷେ ନିଜ ଭାବନାକୁ ଫ୍ୟାନ୍ସମାନଙ୍କ ସହ ବାଣ୍ଟିଛନ୍ତି ଆର ମାଧବନ । ନିଜ କ୍ୟାରିଅରର ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ହେବା କଥା ମଧ୍ୟ କହିଛନ୍ତି ସେ । ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ଯେତେବେଳେ ‘୩ ଇଡିଅଟସ’ର ସ୍କ୍ରିିପ୍ଟ ପଢ଼ିଥିଲେ, ଫିଲ୍ମଟି ହିଟ ହେବ ବୋଲି ଅନୁମାନ କରିପାରୁଥିଲେ ସେ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ