ମୁମ୍ବାଇ, କୋଭିଡ-୧୯ ନିୟମ ଉଲଘଂନ କରିବା ଅଭିଯୋଗରେ ଅଭିନେତା ଅରବାଜ ଖାନ୍ ଏବଂ ସୋହେଲ ଖାନଙ୍କ ବିରୋଧରେ ମାମଲା ରୁଜୁ କରିଛି ବ୍ରିହନ୍ମୁମ୍ବାଇ ମୁନିସିପାଲିଟ କର୍ପୋରେସନ ।
ସୂଚନା ଅନୁଯାୟୀ, ଅରବାଜ ଖାନ୍, ସୋହେଲ ଖାନ୍ ଓ ନିର୍ବାଣ ଖାନ୍ ଗତ ଡିସେମ୍ବର ୨୫ରେ ଦୁବାଇରୁ ମୁମ୍ବାଇ ଫେରିଥିଲେ। କୋଭିଡ-୧୯ ନିୟମ ମୁତାବକ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାରଥିଲା । କିନ୍ତୁ ସେମାନେ ସିଧାସଳଖ ଘରକୁ ଯାଇଥିଲେ। ରିପୋର୍ଟ ମୁତାବକ ତାଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ନିୟମକୁ ନମାନି ସିଧା ଘରକୁ ପଳାଇଥିଲେ। ଏନେଇ ବିଏମସି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଆଜିଠୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାରଜେଇଙ୍କୁ ସଂଘବଦ୍ଧ ଆକ୍ରମଣଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]