ବଲିଉଡ ଅଭିନେତା ଫରାଜ ଖାନଙ୍କ ପରଲୋକ । ମୃତ୍ୟୁ ସମୟରେ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ସେ ୧୯୭୪ ଜନ୍ମ ହୋଇଥିଲେ । ସେ ଛାତିରେ ଯନ୍ତ୍ରଣା ଅନୁଭବ କାରଣରୁ ବେଙ୍ଗାଲୁରର ଏକ ହସ୍ପିଟାଲରେ ଦୀର୍ଘ ଏକମାସ ଧରି ଚିକିତ୍ସିତ ହେଉଥିଲେ। ଅଭିନେତ୍ରୀ ପୂଜା ଭଟ୍ଟ ଟୁଇଟ କରି ଫରାଜଙ୍କ ମୃତ୍ୟୁ ଖବର ଦେଇଛନ୍ତି, ଯିଏକି ଆକ୍ଟରଙ୍କ ମେଡିକାଲରେ ସାହାର୍ଯ୍ୟ କରୁଥିଲେ । ଫରାଜ ଫରେବ, ପୃଥିବୀ ଏବଂ ମେହେନ୍ଦୀ ଭଳି ଫିଲ୍ମ ରେ ଅଭିନୟ କରିଥିଲେ । ସେ କିଛି ଟିଭି ଶୋ ମଧ୍ୟ କରିଥିଲେ ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା