ବଲିଉଡର ପ୍ରସିଦ୍ଧ ଗାୟକ ଉଦ୍ଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ କିଛି ଦିନ ହେବ ବେଶ ଚର୍ଚ୍ଚା ରେ ରହିଛନ୍ତି ଏବେ ସେ ପୁଣି ଥରେ ତାଙ୍କର ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗତ ବୁଧବାର ଦିନ କରୱାଚୌଥରେ ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗ୍ରୱାଲଙ୍କ ରୋକା ସେରିମନି ଅନୁଷ୍ଠିତ ହୋଇଛି । ଏହି ସେରିମନି ଆଦିତ୍ୟ ଓ ଶ୍ୱେତାଙ୍କ ପରିବାର ଲୋକଙ୍କ ମଧ୍ୟରେ ସଂପୂର୍ଣ୍ଣ ହୋଇଛି । ଆଦିତ୍ୟଙ୍କ ରୋକା ସେରିମନିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଏହି ଫଟୋକୁ ଉଦ୍ଦିତ ନାରାୟଣ ଶେୟାର କରିଛନ୍ତି । ସୂଚନା ଯୋଗ୍ୟ ଯେ, ଦୁହେଁ ଡିସେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।
ଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପଜାଣନ୍ତୁ ବିଲେଇ ଘରେ ମରିବା ଶୁଭ ନା ଅଶୁଭANS NEWS SUPERFAST [email protected]ଗୋଟେ ଲିମିଟ୍ ଠାରୁ ଅଧିକ ଲୁଣ ସାଜିପାରେ ମୃତ୍ୟୁର କାରଣ