ଦୀର୍ଘଦିନର ପ୍ରତିକ୍ଷା ପରେ ଇଣ୍ଡିଆଜ୍ ବେଷ୍ଟ ଡ୍ୟାନସରର ବିଜେତା ଘୋଷଣା କରାଯାଇଛି । ଶୋ’ ରେ ଟାଇଗର ପପ୍ ନାମରେ ଜଣାଶୁଣା ଅଜୟ ସିଂ ଏଥରର ବିଜେତା ହୋଇଛନ୍ତି । ଶୋ’ ଜିତିବା ପାଇଁ ତାଙ୍କୁ ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ଚେକ ସହ ଏକ ବ୍ରିଜା କାର ଉପହାର ଦିଆଯାଇଛି । ୫ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ଅଜୟ ଭଲ ପରଫରମାନ୍ସ କରି ଶୋ’କୁ ଜିତିଛନ୍ତି । ଅଜୟଙ୍କ ଘର ହେଉଛି ଗୁରୁଗ୍ରାମରେ । ଟିକେ ଲାଜକୁଳା ସ୍ୱଭାବର ହୋଇଥିଲେ ମଧ୍ୟ ଯେତେବେଳେ କଥା ଡ୍ୟାନ୍ସର ଆସେ ତାଙ୍କୁ ମୁକାବିଲା କରିବା ଅସମ୍ଭବ । ଫାଇନାଲକୁ ଆକର୍ଷଣୀୟ କରିବା ପାଇଁ ଶୋର ଜର୍ଜ ମଲାଇକା ଅରୋରା ତାଙ୍କର ବ୍ଲକ ବଷ୍ଟର ଗୀତରେ ନୃତ୍ୟ କରିଥିଲେ ।
ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶ