ବହୁତ ଦିନର ଅପେକ୍ଷା ପରେ ରିଲିଜ ହୋଇଛି ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର । ଟ୍ରେଲରଟି ପ୍ରାୟ ସାଢ଼େ ତିନି ମିନିଟର । ଫିଲ୍ମଟି ହେଉଛି ଏକ ହରର କମେଡି । ଏଥିରେ ମୁଖ୍ୟ ଚରିତ୍ରରେ ଅକ୍ଷୟ କୁମାର ,କିଆରା ଆଡଭାନୀ, ମୁସ୍କାନ ଖୁବ୍ଚନଦାନୀ, ସାରଦ୍ କେଲକର, ତୁଷାର କପୁର ଅଭିନୟ କରିଛନ୍ତି । ଏହା ତେଲୁଗୁ ଫିଲ୍ମ ‘କଞ୍ଚନା ୨’ ର ଏକ ରିମେକ୍ ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା