ଫିଲ୍ମ ‘ଜାଲିକାଟ୍ଟୁ’ ପରେ ଏବେ ଆଉ ଏକ ଭାରତୀୟ ଫିଲ୍ମ ଓସ୍କାର ପୁରସ୍କାର ପାଇବା ପାଇଁ ନାମାଙ୍କିତ ହୋଇଛି । ଫିଲ୍ମଟିର ନାମ ହେଉଛି ‘ସେମଲେସ’ । ଏହା ହେଉଛି ଏକ ଶର୍ଟ ଫିଲ୍ମ ଏବଂ ଏହାର ସମୟସୀମା ୧୫ ମିନିଟ । ଏହି ଫିଲ୍ମଟିରେ ସୟାନି ଗୁପ୍ତା, ଋଷଭ କପୁର ଏବଂ ହୁସେନ ଦଲାଲ ଆଦି କାମ କରିଛନ୍ତି । ଏହାର କାହାଣୀ ଲେଖିଛନ୍ତି କିଥ୍ ଗୋମ୍ସ ଏବଂ ସେ ହିଁ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହା ଏକ ଥ୍ରୀଲର କମେଡି ଫିଲ୍ମ । ଫିଲ୍ମର କାହାଣୀ ପିଜ୍ଜା ଡେଲିଭରି କରୁଥିବା ଜଣେ ଯୁବତୀ ଏବଂ ୱାର୍କ ଫ୍ରମ ହୋମ୍ ବ୍ୟକ୍ତିଙ୍କ ଉପରେ ଆଧାରିତ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ