ଆମେରିକାନ ପପ୍ ଷ୍ଟାର ବିୟୋନ୍ସ ୮୦ ହଜାର ମହୁମାଛି ପାଳି ଚର୍ଚ୍ଚାକୁ ଆସିଛନ୍ତି । ଏହା ଶୁଣି ତାଙ୍କ ପ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ମଧ୍ୟରେ କୌତୁହଳ ପ୍ରକାଶ ପାଇଛି । ସେ ଏହି କଥା ଏକ ଇଣ୍ଟରଭିଉ ମାଧ୍ୟମରେ କହିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ପାଖେ ୨ଟି ମହୁମାଛି ବସା ରହିଛି । ସେ ଆଉ ମଧ୍ୟ କହିଛନ୍ତି ଯେ, ତାଙ୍କ ଝିଅଙ୍କର ଏକ ପ୍ରକାର ଆଲର୍ଜି ଅଛି ଯାହା ମହୁ ଦ୍ୱାରା ଭଲ ହୋଇଥାଏ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ