ରୁବିନା ‘ବିଗବସ-୧୪’ର ବିଜେତା

ମୁମ୍ବାଇ- ଟେଲିଭିଜନ ଦୁନିଆର ସବୁ ଠାରୁ ଲୋକପ୍ରିୟ ଶୋ’ ବିଗବସର ଆଉ ଏକ ସିଜିନର ଅନ୍ତ ଘଟିଛି । ସବୁ ସିଜିନ ଭଳି ‘ବିଗବସ-୧୪’ ସିଜିନ ମଧ୍ୟ ଦର୍ଶକଙ୍କ ମନକୁ ଜିଣିବାରେ ସକ୍ଷମ ହୋଇଛି । ଏହି ସିଜିନର କିଏ ବିଜେତା ହେବ ଏନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଥିଲା । ତେବେ ଗତକାଲି ସିଜିନର ଫାଇନାଲ ଏପିସୋଡରେ ରୁବିନା ଦଲୈକ ‘ବିଗବସ-୧୪’ ର ବିଜେତା ହୋଇଛନ୍ତି । ଶୋ’ର ହୋଷ୍ଟ ସଲମାନ ଖାନ ସିଜନର ବିଜେତା ଘୋଷଣା କରିବା ସହ ବିଜେତାଙ୍କୁ ଟ୍ରଫି ଏବଂ ପୁରଷ୍କାର ଅର୍ଥରାଶି ଭାବେ ୩୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.