ମୁୁମ୍ବାଇ, ବଲିଉଡ ନାୟିକା ଦୀପିକା ପାଦୁକୋନ ଓ ହ୍ରିତିକ ରୋଶନଙ୍କୁ ବହୁତ ଜଲଦୀ ବଡ ପରଦାରେ ଦେଖିବାକୁ ମିଳିବ । ଫିଲ୍ମଟି ହେଉଛି ‘ଫାଇଟର’ । ନିଜ ଜନ୍ମଦିନ ଅବସରରେ ହ୍ରିତିକ ରୋଶନ ଫିଲ୍ମର ଏକ ଟିଜର ପୋଷ୍ଟ କରି ନିଜ ଫ୍ରାନ୍ସମାନଙ୍କୁ ଉପହାର ପ୍ରଦାନ କରିଛନ୍ତି । ଏହା ବଲିଉଡର ସବୁଠାରୁ ଅଧିକ ବଜେଟ ଥିବା ଫିଲ୍ମ ମାନଙ୍କ ମଧ୍ୟରୁ ଆଉ ଗୋଟିଏ ହେବ । ଏହାର ବଜେଟ ୨୫୦ କୋଟି ଟଙ୍କା ରଖାଯାଇଛି । ଫିଲ୍ମରେ ହିତ୍ରିକ ରୋଶନ ଏକ ବାୟୁସେନା ଅଧିକାରୀ ଭାବେ ନଜର ଆସିବେ । ଫିଲ୍ମରେ ହ୍ରିତିକଙ୍କର ଜବରଦସ୍ତ ଆକ୍ସନ ସିନ ଦେଖିବାକୁ ମିଳିବ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍