ଅଯୋଧ୍ୟରେ ତିଆରି ହେବ ‘ରାମସେତୁ’

ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜ ଅପକମିଙ୍ଗ ଫିଲ୍ମ ରାମସେତୁ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଅକ୍ଷୟ କୁମାର ଦୀପାବଳି ଅବସରରେ ଫିଲ୍ମ ‘ରାମସେତୁ’ ର ଘୋଷଣା କରିଥିଲେ । ଫିଲ୍ମର ସୁଟିଂ ଅଯୋଧ୍ୟା ନଗରୀରେ ରିଅଲ ଲୋକେସନରେ ହେଉ ବୋଲି ଅକ୍ଷୟ କୁମାର ଚାହୁଁଥିଲେ । ଏନେଇ ଅକ୍ଷୟ କୁମାର ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିଥିଲେ । ଯୋଗୀ ଆଦିତ୍ୟ ନାଥ ଏନେଇ ସହମତି ପ୍ରକାଶ କରିଛନ୍ତି ଏବଂ ଅଯୋଧ୍ୟା ନଗରୀରେ ଫିଲ୍ମର ସୁଟିଂ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.