ମୁମ୍ବାଇ, କରୋନା ମହାମାରୀ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରେକ୍ଷାଳୟକୁ ବନ୍ଦ କରିଦିଆଯାଇଛି । କିନ୍ତୁ ସିନେମାଗୁଡିକୁ ଅନଲାଇନ ପ୍ଲାଟଫର୍ମ ଜରିଆରେ ରିଲିଜ କରାଯାଉଛି ଏବଂ ଦର୍ଶକମାନେ ଘରେ ଥାଇ ଫିଲ୍ମକୁ ଉପଭୋଗ କରୁଛନ୍ତି । ତେବେ ସିନେମା ପ୍ରେମୀଙ୍କ ପାଇଁ ଆଉ ଏକ ଖୁସିଖବର । ଖୁବ ଶୀଘ୍ର ଆଉ ଏକ ଫିଲ୍ମ ଅନଲାଇନ ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି ହେଉଛି ‘ତ୍ରିଭଙ୍ଗ’ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରେଣୁକା ସାହାଣେ । ଅଜୟ ଦେବଗନଙ୍କ ପ୍ରଡକ୍ସନ ହାଉସରେ ଫିଲ୍ମଟିକୁ ନିର୍ମାଣ କରାଯାଇଛି । ଫିଲ୍ମରେ କାଜୋଲଙ୍କ ସହ ନଜର ଆସିବେ ମିଥିଳା ପାଲକର,କୁନାଲ ରୟ କପୁର, ବୈଭବ, ତାନଭି ଆଜମି । ଫିଲ୍ମଟିକୁ ଜାନୁଆରୀ ୧୫ରେ ନେଟଫ୍ଲିକ୍ସରେ ରିଲିଜ କରାଯିବ । ଫିଲ୍ମ ’ତ୍ରୀଭଙ୍ଗ’ରେ କାଜୋଲଙ୍କୁ ଜଣେ ଓଡ଼ିଶୀ ଡ୍ୟାନ୍ସର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ନୂଆବର୍ଷ ଅବସରରେ ଏହି ଫିଲ୍ମର ଟିଜର ରିଲିଜ କରାଯାଇଛି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍