କିଛି ଦିନ ତଳେ ରିଲିଜ ହୋଇଥିବା ୱେବ ସିରିଜ ‘ମିର୍ଜାପୁର ୨’ ର ବିରୁଦ୍ଧରେ ବିବାଦ ଆରମ୍ଭ ହୋଇଯାଇଛି । ଲକ୍ଷ୍ନୌରେ ଏହା ବିରୁଦ୍ଧରେ କୋର୍ଟରେ ଅଭିଯୋଗ ଦାଖଲ ହୋଇଛି ଯେ, ଏହି ୱେବ ସିରିଜ ମାଧ୍ୟମରେ ୟୁପି, ବିହାରର ଲୋକମାନଙ୍କ ଭୁଲ ଚରିତ୍ର ଦର୍ଶାଇଛି । ଏହା ସହ ଭୋଜପୁରୀ ଭାଷା କ୍ଷେତ୍ରକୁ ଅପରାଧୀ ବୋଲି ଦର୍ଶାଇବାର ମଧ୍ୟ ଅଭିଯୋଗ ରହିଛି । କୃଷ୍ଣସେନା ରାଷ୍ଟ୍ରପତି କୋର୍ଟରେ ଆବେଦନ କରିଛନ୍ତି। ଏହି ୱେବ ସିରିଜରେ ଜଡିତ ଥିବା କଳାକାର ଫରହାନ ଅଖତର, ରିତେଶ ସିଦ୍ଧୱାନୀ, ପଙ୍କଜ ତ୍ରିପାଠୀଙ୍କ ବିରୁଦ୍ଧରେ ଏଫଆଇଆର ଦାବି କରାଯାଇଛି ।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପ