ଆଭେଞ୍ଜର୍ସ ଅଭିନେତ୍ରୀ ସ୍କାରଲେଟ୍ ଜୋହାନସନ୍ କରିଛନ୍ତି ଗୁପ୍ତ ବିବାହ

ଗୁପ୍ତ ଭାବରେ ଅଭିନେତ୍ରୀ ସ୍କାରଲେଟ୍ ଜୋହାନ୍ସନ୍ ଅଭିନେତା କଲିନ୍ ଜୋଷ୍ଟଙ୍କ ସହ ବିବାହ ବନ୍ଧନରେ ବନ୍ଧା ହୋଇଥିଲେ। ଏହି ଦମ୍ପତି 2017 ରେ ପରସ୍ପର ସହ ଭେଟିଥିଲେ ଏବଂ ଦୁଇ ବର୍ଷର ଡେଟିଂ ପରେ ମେ 2019 ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ବିବାହ ଗୁପ୍ତ ଭାବେ ହୋଇଥିଲା ଯେଉଁଥିରେ କି କେବଳ ପରିବାର ଓ କିଛି ବନ୍ଧୁ ହିଁ ଯୋଗ ଦେଇଥିଲେ । ଏହା ହେଉଛି ସ୍କାରଲେଟ୍ ଜୋହାନସନ୍ ଙ୍କ ତୃତୀୟ ବିବାହ |

Leave A Reply

Your email address will not be published.