ମାଲାୟାଲାମ ଫିଲ୍ମ ‘ଜାଲିକାଟୁ’ କୁ ଚଳିତ ବର୍ଷ ଓସ୍କାର ପାଇଁ ଚୟନ କରଯାଇଛି । ଫିଲ୍ମଟି ୨୦୧୯ରେ ରିଲିଜ ହୋଇଥିଲା । ଫିଲ୍ମର କାହାଣୀ ପାଇଁ ଫିଲ୍ମଟିକୁ ଓସ୍କାର ପାଇଁ ଚୟନ କରାଯାଇଛି । ମଣିଷ କିପରି ନିଜ ସ୍ୱାର୍ଥ ପାଇଁ ପଶୁଙ୍କଠାରୁ ତଳକୁ ଖସିଯାଏ ଏସବୁ ବିଷୟରେ ଚଳଚ୍ଚିତ୍ରରେ ଦର୍ଶାଯାଇଛି । ଓସ୍କାର୍ ପାଇଁ ଚୟନ ହେବା ପୂର୍ବରୁ ଫିଲ୍ମକୁ ଟୋରଣ୍ଟୋ ଅନ୍ତଃରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ କରାଯାଇଥିଲା ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ