କରୋନା କବଳରେ ବଲିଉଡର ଆଉ ଜଣେ କଳାକାର

ଆକ୍ଟର ବରୁଣ ଧୱନ ଏବଂ ନୀତୁ କପୁରଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଏବେ ବଲିଉଡରୁ ଆଉ ଏକ ଆକ୍ଟରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସିଏ ହେଉଛନ୍ତି ଅଭିନେତ୍ରୀ କ୍ରିତି ସାନନ ।

ସେ ନିକଟରେ ନିଜ ଅପକମିଂ ଫିଲ୍ମର ସୁଟିଂ କରି ଚଣ୍ଡୀଗଡରୁ ଫେରିଥିଲେ । କିନ୍ତୁ ଏବେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।

Leave A Reply

Your email address will not be published.