ମୁମ୍ବାଇ- ସୋନୁ ସୁଦ ସମସ୍ତଙ୍କୁ ପଛରେ ପକାଇ ଗ୍ଲୋବାଲ ଏସିଆନ୍ ସେଲିବ୍ରିଟି ୨୦୨୦ ତାଲିକାରେ ଶୀର୍ଷ ସ୍ଥାନ ହାସଲ କଲେ ବଲିଉଡ୍ ଅଭିନେତା ସୋନୁ ସୁଦ । ଏହି ତାଲିକା ମାଧ୍ୟମରେ ସେହି କଳାକାରଙ୍କୁ ସମ୍ମାନିତ କରାଯାଇଛି ଯେଉଁମାନେ ନିଜ କାମ ମାଧ୍ୟମରେ ସମାଜରେ ସକାରାତ୍ମକ ଛାପ ଛାଡିଛନ୍ତି ଏବଂ ଲୋକମାନଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି । ସୋନୁ ସୁଦ ବହୁ ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଛନ୍ତି । ବ୍ରିଟେନରେ ଅବସ୍ଥିତ ଇଷ୍ଟର୍ନ ଆଇ ଖବର କାଗଜ ଦ୍ୱାରା ପ୍ରକାଶିତ ୫୦ ଏସୀୟ ସେଲିବ୍ରିଟିଙ୍କ ମଧ୍ୟରୁ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ସୋନୁ ।
ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶ