ଶ୍ରଦ୍ଧା କପୁର ତାଙ୍କର ନୂଆ ଫିଲ୍ମରେ ଇଚ୍ଛାଧାରୀ ନାଗିନର ରୋଲ ପ୍ଲେ କରିବାକୁ ଯାଉଛନ୍ତି । ଶ୍ରଦ୍ଧା କପୁରଙ୍କ ନୂଆ ଫିଲ୍ମର ନାମ ନାଗିନ ରଖାଯାଇଛି । ଫିଲ୍ମର ନିର୍ଦ୍ଦେଶନା ଦେବେ ବିଶାଲ ଫୁରିୟା । ଏହି ସୂଚନା ଫିଲ୍ମ କ୍ରିଟିକ୍ ତରନ ଆଦର୍ଶ ସୋସିଆଲ ମିଡିଆରେ ବିସ୍ତାର ସେୟାର କରିଛନ୍ତି । ଅଭିନେତ୍ରୀଙ୍କ ନୂଆ ôଫିଲ୍ମ ତାଙ୍କ ଫ୍ୟାନ୍ସଙ୍କୁ ଉତ୍ସାହିତ କରିଛି । ଏକ ନ୍ୟୁଜ ପୋର୍ଟାଲର ଇଣ୍ଟରଭିଉରେ ଏହି ପ୍ରୋଜେକ୍ଟକୁ ନେଇ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ