You are currently viewing ହ୍ୟାକ ହୋଇଛି ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ!

ହ୍ୟାକ ହୋଇଛି ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ!

ମୁମ୍ବାଇ: ବଲିଉଡ ନାୟିକା ତଥା ରାଜନେତା ଉର୍ମିଲା ମାତୋଣ୍ଡକରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରାଯାଇଛି । ଏନେଇ ଉର୍ମିଳା ଟୁଇଟ କରି ସୂଚନା ପ୍ରଦାନ କରିଛନ୍ତି । ଉର୍ମିଳା ମହାରାଷ୍ଟ୍ର ପୋଲିସ ସାଇବର ସେଲରେ ଅଭିଯୋଗ କରିଛନ୍ତି । ଉର୍ମିଳା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଆକ୍ଟିଭ ରହିଥାନ୍ତି । ସେ ସେୟାର କରିଥିବା କିଛି ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ଡିଲିଟ ହୋଇଯାଇଥିବା ଦେଖାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।