You are currently viewing ଭୁଜଙ୍ଗା ସନ

ଭୁଜଙ୍ଗା ସନ

ପୂର୍ଵ ପରି ପେଟ ଛାତି ତଳକୁ
କରି ସୋଇ ଦୁଇ ହାତର ପାପୁଲି
ଛାତି କଡରେ ମୁଣ୍ଡ ତଳେ ଲଗାଇ,
ଗୋଡ଼ ସିଧା କରି … ଯୋଡ଼ି,
ପ୍ରଶ୍ୱାସ ନେଇ ଧୀର ଧୀରେ ନେଇ
ମୁଣ୍ଡ ସିଧା କରି ଉଠି,
ମୁଣ୍ଡ ଭାଙ୍ଗି ଉପରକୁ ଚାହାନ୍ତୁ?
ନାଭି ଓ ତାଳି ପେଟ ଭୂମିରେ ଲାଗି ରହିବ?
ଏହି ସ୍ଥିତିରେ କିଛି ସମୟ ରହି ଶ୍ୱାସ ତ୍ୟାଗ କରି ଧୀରେ ଧୀରେ
ପୂର୍ବ ସ୍ଥିତି କୁ ଫେରିଆସନ୍ତୁ?
ଏହାକୁ ତିନି ରୁ ପାଞ୍ଚ ଥର କରିପାରିବେ?
ଲାଭ !!!!!!!!
ଅଣ୍ଟା ଓ ମେରୁଦଣ୍ଡ ର ସମସ୍ତ ରୋଗ ର ଉପଶମ ପାଇଁ ଅତି ମହତ୍ୱ ପୂର୍ଣ୍ଣ ଅଟେ

ଅନ୍ୟମାନଙ୍କୁ ଜଣାନ୍ତୁ।