You are currently viewing ଡିପ୍ରେସନ୍‌ରେ ଅଛନ୍ତି କି ..? ଜାଣନ୍ତୁ ଏହାର ସ୍ଥାୟୀ ଉପଚାର…

ଡିପ୍ରେସନ୍‌ରେ ଅଛନ୍ତି କି ..? ଜାଣନ୍ତୁ ଏହାର ସ୍ଥାୟୀ ଉପଚାର…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତି ବର୍ଷ ୧୦ଲକ୍ଷ ଲୋକ ଡିପ୍ରେସନ୍‌ର ଶିକାର ହୋଇ ଆତ୍ମହତ୍ୟା କରୁଛନ୍ତି ଏବଂ ପ୍ରତି ୪୦ ସେକେଣ୍ଡ୍‌ରେ ଏକ ଆତ୍ମହତ୍ୟା ଖବର ଶୁଣିବାକୁ ମିଳୁଛି । ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ନିଶ୍ଚୟ ଆସିଥାଏ । କିଛି ଲୋକ ସେଥିରୁ ବାହାରି ଆସିଥାନ୍ତି ଆଉ କିଛି ଲୋକ ସେଥିରୁ ବାହାରି ପାରିନଥାନ୍ତି । ଯାହାଫଳରେ ସେମାନେ ଆତ୍ମହତ୍ୟା କରିଥାନ୍ତି ।

୨୦୧୮ ତୁଳନାରେ ୨୦୨୦ ରେ ଡିପ୍ରେସନ୍ ମାମଲା ୪ପ୍ରତିଶତ ବଢିଛି । ପ୍ରତି ବର୍ଷ ୧୦ ସେପ୍ଟେମ୍ବରରେ ୱାଲ୍ଡ ସୁଇସାଇଡ୍ ପ୍ରିଭେନ୍‌ସନ୍ ଡେ ପାଳନ କରାଯାଉଛି । ତେବେ ସୁଇସାଇଡ୍ ବା ଆତ୍ମହତ୍ୟାରୁ ନିଜକୁ କିଭଳି ରକ୍ଷ। କରିବେ, ସେ ନେଇ କରନ୍ତୁ କିଛି ଯୋଗାସନ ।
ଡିପ୍ରେସନ୍‌ରୁ ମୁକ୍ତି ପାଇବା ପାଇଁ ଯୋଗାସନ :


୧. ସୂର୍ଯ୍ୟ ନମସ୍କାର
୨. ଉଠବସ୍
୩. ଶୀର୍ଷାସନ
୪. ଚକ୍ରୀ ଆସନ
୫. ଭୁର୍ଜଗାସନ
୬. ଅଷ୍ଟ୍ରାସନ୍
୭. ବୃ.. ସନ
୮. ସର୍କଟାସନ


ଏହି ସବୁ ଆସନ ନୀୟମିତ କରିବା ଦ୍ୱାରା ଡିପ୍ରେସନ୍ ରୁ ମିଳିବମୁକ୍ତି । ଯଦି ଜଣେ ବ୍ୟକ୍ତି ଡିପ୍ରେସନରେ ରଡିବ ନାହିଁ, ତେବେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିବ ନାହିଁ ।
ତା ଛଡା ଡିପ୍ରେସଡନ୍ ରୁ ନିସ୍ତାର ପାଇବା ପାଇଁ ପ୍ରାଣାୟାମକୁ ମଧ୍‌ୟ ଆପଣେଇ ପାରିବେ । କପାଳଭାତି ଓ ଅନୁଲୋମ ବିଲୋମ କରିବା ଦ୍ୱାରା ନିଜକୁ ଶାନ୍ତି ମିଳିବା ସହ ଡିପ୍ରେସନ୍‌ରୁ ମଧ୍ୟ ଦୂରେଇ ରହିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।