କପାଳଭାତି ପ୍ରାଣାୟମ କ’ଣ ଓ ଏହାର ଫାଇଦା ସମ୍ପର୍କରେ ଜାଣନ୍ତୁ…?

ଆଜମଗଡ଼, (ବନ୍ଦିତା ପଟ୍ଟନାୟକ); ସିଧା ହୋଇ ଆସନରେ ବସି ନାଭି ମଣ୍ଡଳରେ ପ୍ରତି ସେକେଣ୍ଡରେ ଗୋଟିଏ ଥର ଧକ୍କା ଦେଇ ଭିତରର ବାୟୁକୁ ବାହାରକୁ ଛାଡି ଦିଅନ୍ତୁ। ଫଳରେ ପେଟର ସଙ୍କୋଚନ ଓ ନାସିକାରେ ସାମାନ୍ୟ ଶବ୍ଦ ହୋଇ ଥାଏ ଏବଂ ଏହି ସମୟରେ ଆପେ ଆପେ ବାୟୁ ଭିତରକୁ ଯାଇଥାଏ। ଏହାକୁ ଅତି କମରେ ଥରକୁ ୩ରୁ୫ ମିନିଟ ଅଭ୍ୟାସ କରି ପରେ ୧୫ ମିନିଟ ପର୍ଯ୍ୟନ୍ତ ବଢ଼ାଇ ପାରିବେ। ଏହା ଶରୀର ପାଇଁ ସଂଜୀବନୀ ପରି କାମ କରେ।

ଲାଭ -:
୧. ଏହା ଦ୍ୱାରା ଶରୀରର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାୟାମ ହୁଏ ।
୨. ସମସ୍ତ ପ୍ରକାର କଫ, ଶ୍ୱାସ, ଡମା ପ୍ରଭୁର୍ତ୍ତି ରୋଗ ସମୂଳେ ନଷ୍ଟ କରେ।
୩. ହୃଦୟ, ଫୁସଫୁସ, ମସ୍ତିଷ୍କର ସମସ୍ତ ରୋଗ ଦୂର ହୁଏ ।

Leave A Reply

Your email address will not be published.