କନ୍ଦରାଆସନ କରିବାର ପ୍ରଣାଳୀ ଓ ଫାଇଦା

ଆଜମଗଡ଼, (ବନ୍ଦିତା ପଟ୍ଟନାୟକ); ସିଧା ଶୋଇ ଦୁଇ ଆଣ୍ଠୁକୁ ମୋଡ଼ି ଗୋଡ଼କୁ ନିତମ୍ବ ନିକଟରେ ରଖନ୍ତୁ। ହାତ ଦ୍ୱାରା ପାଦର ଗୋଇଠିର ଉପର ଅଂଶକୁ ଧରନ୍ତୁ। ନିଶ୍ୱାସ ଭିତରେ ଭର୍ତ୍ତି କରି ଅଣ୍ଟା ଏବଂ ନିତମ୍ବକୁ ଉପରକୁ ଉଠାନ୍ତୁ। କାନ୍ଧ, ମୁଣ୍ଡ ଏବଂ ଗୋଇଠି ଭୂମି ଉପରେ ଲାଗି ରହିବ। ଏହିପରି ୧୫ ରୁ ୨୦ ସେକେଣ୍ଡ ରୁହନ୍ତୁ। ଫେରିବା ସମୟରେ ଶ୍ୱାସ ଛାଡୁଥିବା ଅବସ୍ଥାରେ ଧୀରେ ଧୀରେ ଆଣ୍ଠୁ ଭୂମି ଉପରେ ରଖନ୍ତୁ। ଏହିଭଳି ଭାବରେ ୩-୪ ଥର ଅଭ୍ୟାସ କରନ୍ତୁ।

ଲାଭ

ସୂର୍ଯ୍ୟ କେନ୍ଦ୍ର(ନାଭି) କୁ କେନ୍ଦ୍ରିତ କରି ରହିବା ପାଇଁ ଏହା ସର୍ବୋତମ ଆସନ ଅଟେ ।

Leave A Reply

Your email address will not be published.