ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଭିଟାମିନ ଅଭାବରେ ହେଉ କିମ୍ବା କୌଣସି କାରଣରୁ ହେଉ ବିଭିନ୍ନ ପ୍ରକାର ଚର୍ମ ରୋଗ ଦେଖାଦେଇଥାଏ । ଯେପରିକି, ଶରୀରରେ କିମ୍ବା ମୁହଁରେ ଧଳା ଦାଗ ହେବା ମେଲାନୋସାଇଟସ ଅଭାବରୁ ହୋଇଥାଏ । ଯାହା ମେଲାନିନ ନାମକ ସ୍କିନର ପେଗମେଣ୍ଟ ବନାଇଥାଏ । ଯେଉଁଥିପାଇଁ ଶରୀରରେ ରଙ୍ଗ ବନାଉଥିବା କୋଷିକା ମରିଯାଇଥାଏ କାରଣରୁ ଏହି ଧଳା ଦାଗ ଶରୀରରେ ଦେଖାଦେଇଥାଏ । ଏହା ଶରୀରର କୌଣସି ଅଙ୍ଗରେ ମଧ୍ୟ ହୋଇପାରିଥାଏ । ବୟସ ହୋଇନଥିଲେ ମଧ୍ୟ ଏହି ରୋଗରୁ ମୁଣ୍ଡର କେଶ, ଆଖିର ପତା ଇତ୍ୟାଦି ଧଳା ହୋଇଯାଇଥାଏ । ଏହିଭଳି ସମସ୍ୟା କେବଳ ବୃଦ୍ଧଙ୍କୁ ନୁହେଁ ଛୋଟ ପିଲା ମାନଙ୍କୁ ମଧ୍ୟ ହୋଇଥାଏ । ଏପରି କିଛି ଲେପ ଅଛି ଯାହାକୁ ଲଗାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଯାଇଥାଏ ।
ଏହି ଲେପକୁ ତିଆରି କରିବା ପାଇଁ ଗୋଟାଏ କପ ମୁଲତାନୀ ମାଟି, ଗାଇ ମୁତ୍ର, ନିମ୍ବ ପେଷ୍ଟ, ଆଲୋଭେରା ଜେଲ , ହଳଦୀ ମିଶାଇ ଏହାର ପେଷ୍ଟ ବନାନ୍ତୁ । ଏହାକୁ ଏକ ମାସ ପର୍ଯ୍ୟନ୍ତ ଧଳାଦାଗ ସୃଷ୍ଟ ସ୍ଥାନରେ ଲଗାନ୍ତୁ ଏହା ଭଲ ହୋଇଯିବ ।
ଏଥିରୁ ମୁକ୍ତି ଆମେ ପ୍ରାଣାୟାମ କରି ମଧ୍ୟ ପାଇପାରିବା ପ୍ରତିଦିନ ସକାଳୁ ଏକ ଘଣ୍ଟା କପାଳଭାତି ପ୍ରାଣାୟାମ କରିବା ଦ୍ୱାରା ଏହା ଠିକ ହୋଇଯାଇଥାଏ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ