You are currently viewing ଉଷ୍ଟ୍ରାସନ

ଉଷ୍ଟ୍ରାସନ

ଆଜମଗଡ, (ବନ୍ଦିତା ପଟ୍ଟନାୟକ) :ବଜ୍ରାସନ ସ୍ତିତିରେ ବସନ୍ତୁ। ଏବେ ଗୋଇଠିକୁ ଠିଆକରି ତା ଉପରେ ଦୁଇ ହାତକୁ ରଖନ୍ତୁ। ତାହାକୁ ଏପରି ଭାବରେ ରଖନ୍ତୁ ଯେପରି ବୃଦ୍ଧା ଆଙ୍ଗୁଠି ଦ୍ୱୟ ବାହାରକୁ ରହିବ। ନିଶ୍ୱାସ ଭର୍ତ୍ତିକରି ମୁଣ୍ଡ ଏବଂ ଗ୍ରିବାକୁ ପଛକୁ ମୋଡୁଥିବା ଅବସ୍ଥାରେ ଅଣ୍ଟାକୁ ଉପରକୁ ଉଠାନ୍ତୁ। ପ୍ରଶ୍ୱାସ ଛାଡୁଥିବା ଅବସ୍ଥାରେ ଗୋଇଠି ଉପରେ ବସିଯାନ୍ତୁ। ଏହିପରି ୩ରୁ୪ ଥର ପୁନରବୁର୍ତି କରନ୍ତୁ।

ଏହି ଯୋଗର ଉପକାରିତା

ଏହିପରି ଆସନ ଶ୍ବସନ ତନ୍ତ୍ର ପାଇଁ ଲାଭକାରି। ଫୁସଫୁସର କୋଷ ଗୁଡିକୁ ସକ୍ରିୟ କରେ ଯାହାଦ୍ୱାରା ଶ୍ୱାସ ରୋଗୀ ମାନଙ୍କୁ ଲାଭ ହୁଏ। ଥୈରଡ଼ ପାଇଁ ଲାଭ କାରି।

ଅନ୍ୟମାନଙ୍କୁ ଜଣାନ୍ତୁ।