You are currently viewing ଧଳା କେଶକୁ କଳା କରିବା ପାଇଁ ରଙ୍ଗର ଆବଶ୍ୟକତା ନାହିଁ

ଧଳା କେଶକୁ କଳା କରିବା ପାଇଁ ରଙ୍ଗର ଆବଶ୍ୟକତା ନାହିଁ

ଆମର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବରେ ଆମର ଖାଦ୍ୟ ଉପରେ ନିର୍ଭର କରେ , ଆଜି କାଲି ଲୋକମାନେ ଜଙ୍କ ଫୁଡ ଖାଇବାକୁ ପସନ୍ଦ କରନ୍ତି କାରଣ ସେମାନେ ସୁସ୍ଥ ଖାଦ୍ୟ ବିରକ୍ତିକର ମନେ କରନ୍ତି ।

ଏଭଳି ପରିସ୍ଥତିରେ କେଶ ଝଡବା ସ୍ୱାଭାବିକ ଏବଂ କେଶ ସମ୍ବନ୍ଧୀୟ ସମସ୍ୟା ଏକ ସାଧାରଣ କଥା ହୋଇ ଯାଇଛି । ବୟସ ପୂର୍ବରୁ କେଶ ଧଳା ହେବା ଏବେ ସବୁ ଲୋକମାନଙ୍କର ଚିନ୍ତା । ତେବେ ଆସନ୍ତୁ ଜାଣିବା ଏକ ଘରୋଇ ଉପଚାର । ଯାହାକୁ କରିବା ଦ୍ୱାରା ଆପଣ ଧଳା କେଶକୁ କଳାରେ ପରିଣତ କରିପାରିବେ ।


କେଶରେ ମେଲାନିନ ଅଭାବରୁ ତାହା ଧଳା ହୋଇଥାଏ ତେବେ ଆପଣ ଭୁଷଙ୍ଗ ପତ୍ର ନିଜ ଖାଦ୍ୟରେ ବ୍ୟବହାର କରନ୍ତୁ ଯାହା ଦ୍ୱାରା ଆପଣଙ୍କ କେଶରେ ପରିବର୍ତ୍ତନ ଦେଖା ଦେବ ।

ଏହି ପତ୍ରକୁ ବାଟି ତାହାର ମିଶ୍ରଣ ପ୍ରସ୍ତୁତ କରି ତାହାକୁ କେଶରେ ଲଗାନ୍ତୁ ଯାହା ଫଳରେ ଏହା ଆପଣଙ୍କର କେଶ ଝଡିବା ମଧ୍ୟ କମ କରିବ । ତେବେ ଏହି ମିଶ୍ରଣରେ କଦଳୀ, ନଡିଆ ତେଲ ନିମ୍ବ ପତ୍ର, ଭିଟାମିନ ଇ କ୍ୟପସୁଲ ମିଶାଇ ଏହାକୁ ପ୍ରସ୍ତୁତ କରନ୍ତୁ । ଏହାକୁ ଟିକେ ଗରମ କରନ୍ତୁ ଏହି ମିଶ୍ରଣକୁ ଏହା ପରେ ଏହାକୁ ଥଣ୍ଡା କରି କେଶରେ ଲଗାନ୍ତୁ । ଏହାକୁ କେଶରେ ଲଗାଇବା ପୂର୍ବରୁ କେଶକୁ ଧୋଇ ଦିଅନ୍ତୁ ।

ଏହାକୁ ଲଗାଇବା ପରେ ଏକ ଘଣ୍ଟା ପରେ କେଶକୁ ଧୋଇ ଦିଅନ୍ତୁ । ଏହି ଉପାୟରେ ସପ୍ତାହକୁ ୨ ଥର ବ୍ୟବହାର କରନ୍ତୁ ଯାହା ଫଳରେ ଆପଣ ଏହାର ଫାଇଦା ଦେଖିବାକୁ ପାଇବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।