You are currently viewing ଅମିତ୍ ଶାହାଙ୍କୁ କରୋନା!

ଅମିତ୍ ଶାହାଙ୍କୁ କରୋନା!

ସାରା ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନମୁନା ପରୀକ୍ଷଣ ପରେ ପଜିଟିଭ ଥିବା ରିପୋର୍ଟରୁ ଜଣାପଡିଛି । ଗୃହମନ୍ତ୍ରୀ ଅମିତ ଶାହା ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଅମିତ ଶାହା କହିଛନ୍ତିି ଯେ, ‘ ସାମାନ୍ୟ ଲକ୍ଷଣ ଦେଖାଯିବାରୁ ଟେଷ୍ଟ କରାଇଥିଲି । ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡିକାଲରେ ଭର୍ତ୍ତି ହୋଇଛି ।’

ଅନ୍ୟମାନଙ୍କୁ ଜଣାନ୍ତୁ।