You are currently viewing ଏୟାର ଇଣ୍ଡିଆ ବୀମାନ ଦୁର୍ଘଟଣା ଗ୍ରସ୍ଥ

ଏୟାର ଇଣ୍ଡିଆ ବୀମାନ ଦୁର୍ଘଟଣା ଗ୍ରସ୍ଥ

ଅବତରଣ ବେଳେ ଖସିପଡିଲା ଏୟାର ଇଣ୍ଡିଆ A737 ବୀମାନ। ଏଥିରେ ୧୯୦ ଜଣ ପସେଞ୍ଜର ଥିବା ସୂଚନା ମିଳିଛି। ବିମାନ ଟି ଦୁବାଇରୁ କଲିକଟ ଫେରୁଥିଲା। ଏହି ଦୁର୍ଘଟଣାରେ ପାଇଲଟ୍ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।