You are currently viewing କରୋନା ନେଲା କ୍ୟାବିନେଟ୍ ମନ୍ତ୍ରୀଙ୍କ ଜୀବନ

କରୋନା ନେଲା କ୍ୟାବିନେଟ୍ ମନ୍ତ୍ରୀଙ୍କ ଜୀବନ

ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ କମଳା ବରୁଣଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ୧୮ ଜୁଲାଇରେ ତାଙ୍କର ନମୁନା କରୋନା ପଜିଟିଭ୍ ଆସିଥିଲା । ପରେ ସେ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି। ତେବେ କରୋନା କାରଣରୁ ଆଜି ପର୍ଯ୍ୟନ୍ତ ଅନେକ ଙ୍କ ଜୀବନ ଗଲାଣି। ଏବେ ନେତା ମନ୍ତ୍ରୀ ଏବଂ ସେଲିବ୍ରିଟି ମାନଙ୍କର ପାଳି ପଡ଼ିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।