You are currently viewing ଦେଖାଗଲା ସୂକ୍ଷ୍ମତମ ଜୀବ: ଯିଏ ଦୁନିଆକୁ ହଇରାଣ କରୁଥିବା ଭୂତାଣୁକୁ ଖାଏ!

ଦେଖାଗଲା ସୂକ୍ଷ୍ମତମ ଜୀବ: ଯିଏ ଦୁନିଆକୁ ହଇରାଣ କରୁଥିବା ଭୂତାଣୁକୁ ଖାଏ!

ନୂଆଦିଲ୍ଲୀ, କରୋନା ଭୂତାଣୁ ଦ୍ୱାରା ସମଗ୍ର ବିଶ୍ୱ ଅସୁବିଧାରେ ପଡିଛି । ଏହି ଭୂତାଣୁ କିପରି ଶୀଘ୍ର ନଷ୍ଟ ହେବ ତାହାକୁ ଅପେକ୍ଷାରେ ସମସ୍ତେ । ବୈଜ୍ଞାନିକମାନେ ସମୁଦ୍ରରେ ଏପରି ଏକ ଅଣୁଜୀବ ପାଇଛନ୍ତି ଯାହା ଅନେକ ପ୍ରକାର ଅଣୁଜୀବ ଓ ଭୂତାଣୁକୁ ଖାଏ । ଏହା ଦୁନିଆର ପ୍ରଥମ ଜୀବ ଯାହାକି ଅଣୁଜୀବ ଖାଏ । ସ୍ପେନ୍‌ର କାଟାଲୋନିଆ ନିକଟ ଗଲ୍ଫ ଅପ୍ ମେନ୍ ଏବଂ ଭୂମଧ୍ୟ ସାଗରରେ ଏହି ମାଇକ୍ର୍ରୋ ଅଣୁଜୀବ ଦେଖିବାକୁ ମିଳିଛି । ଏହାକୁ ସାଇଣ୍ଟିଷ୍ଟ ପ୍ରୋଟିଷ୍ଟ ବୋଲି କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।