You are currently viewing ପ୍ରତିରକ୍ଷା ମନ୍ତ୍ରୀଙ୍କ ଘୋଷଣା: ଭାରତରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଉପକରଣ

ପ୍ରତିରକ୍ଷା ମନ୍ତ୍ରୀଙ୍କ ଘୋଷଣା: ଭାରତରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଉପକରଣ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ‘ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ । ୧୦୧ ପ୍ରତିରକ୍ଷା ଉପକରଣ ଭାରତରେ ହିଁ ପ୍ରସ୍ତୁତ ହେବ । ୧୦୧ ଉପକରଣ ଆମଦାନୀ ଉପରେ କଟକଣା ଲଗାଯାଇଛି । ଭାରତରେ ପ୍ରତିରକ୍ଷା ଉତ୍ପାଦନ ବଢାଯିବ । ଏନେଇ ଆସନ୍ତା ୬ରୁ ୭ ବର୍ଷ ମଧ୍ୟରେ ୪ ଲକ୍ଷ କୋଟିର ଚୁକ୍ତି ହେବ ।’

ଅନ୍ୟମାନଙ୍କୁ ଜଣାନ୍ତୁ।