You are currently viewing ବାପା ବିଗ୍ ବିଙ୍କ ପରେ ପୁଅ ଅଭିଷେକ କରୋନା ପଜେଟିଭ୍

ବାପା ବିଗ୍ ବିଙ୍କ ପରେ ପୁଅ ଅଭିଷେକ କରୋନା ପଜେଟିଭ୍

ଗତକାଲି ବିଗ୍ ବି ଅମିତା ବଚ୍ଚନଙ୍କ କରୋନା ରିପୋର୍ଟ ପଜେଟିଭ୍ ଆସିବା ପରେ ଏବେ ପୁଅ ଅଭିଷେକ ବଚ୍ଚନ ଙ୍କ ରିପୋର୍ଟ ମଧ୍ୟ ପଜେଟିଭ୍ ଆସିଛି। ଉଭୟ ଏବେ ହସ୍ପିଟାଲରେ ଚିକିତ୍ସା ଧିନ ଅବସ୍ଥାରେ ଅଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।