You are currently viewing ଦେଶରେ ୨୪ ଘଣ୍ଟାରେ ୧୨ ହଜାର ୫୮୪ କୋରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୧୨ ହଜାର ୫୮୪ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକରେ ୧୨ ହଜାର ୫୮୪ କୋରୋନାରେ ଆକ୍ରାନ୍ତ ଚିହ୍ନଟ , ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୪ ଲକ୍ଷ ୭୯ ହଜାର ୧୭୯ | ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୬୭ ଜଣଙ୍କ ଜୀବନ,ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୩୨୭କୁ ବୃଦ୍ଧି ପାଇଛି |ଯାହା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି |ଦେଶରେ କରୋନାରେ ମୋଟ ଆକ୍ଟିଭ କେସ୍ ୨,୧୬,୫୫୮, ସୁସ୍ଥ ସଂଖ୍ୟା ୧୦୧,୧୧,୨୯୪ ରହିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।