ନୂଆଦିଲ୍ଲୀ-୧୮.୦୫.୨୦୨୧, ତାଣ୍ଡବ ରଚିଲା ‘ତଉକତେ’ ।ସାମୁଦ୍ରିକ ଝଡ଼ ‘ତଉକତେ’ ଗତକାଲି ରାତିରେ ଲ୍ୟାଣ୍ଡଫଲ କରିବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବ୍ୟାପକ ଧନଜୀବନ ନଷ୍ଟ ହୋଇଥିବା ସୂଚନା ରହିଛି । ବାତ୍ୟା ‘ତଉକତେ’ ପ୍ରଭାବରେ ମୋଟ ୧୮ଜଣ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରରେ ୬, କର୍ଣ୍ଣାଟକରେ ୮ ଜଣ ଏବଂ ଗୁଜୁରାଟରେ ୪ ଜଣଙ୍କ ମୃତ୍ୟୁ ହୋଇଥିଡା ସୂଚନା ରହିଛି । ଅତ୍ୟଧିକ ପବନରେ ଘଛ ଭାଙ୍ଗି ରାସ୍ତା ଉପରେ ପଡିରହିଛି। ଏହାଦ୍ବାରା ବିଭିନ୍ନ ଅଞ୍ଚଳରେ ଯାତାୟତ ଉପରେ ପ୍ରଭାବ ପଡିଛି । ଗଛ ପଡି ଅନେକ ଘର ମଧ୍ୟ ଭାଙ୍ଗିଯାଇଛି । ବାତ୍ୟା ପ୍ରଭାବରେ ଅନେକ ବିଦ୍ୟୁତ ଖୁଣ୍ଟ ଉପୁଡି ଯାଇଛି। ଯାହାଦ୍ବାରା ଵିଦ୍ୟୁତ ସରୋବରାହ ବାଧାପ୍ରାପ୍ତ ହୋଇଛି। ବାତ୍ୟରେ ଗୁଜୁରାଟରେ କିଛି କୋଭିଡ ହସ୍ପିଟାଲରେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST